ଓଡ଼ିଶା ଖବରନ୍ୟୁଜ୍

ସିଂଢ଼ୋଲ ଠାରେ ସଦ୍ଧାର ବଲ୍ଲବ ଭାଇ ପଟେଲ ଜୟନ୍ତୀ ପାଳିତ

ସିଂଢ଼ୋଲ ଠାରେ ସଦ୍ଧାର ବଲ୍ଲବ ଭାଇ ପଟେଲ ଜୟନ୍ତୀ ପାଳିତ

ସୋନପୁର:-(ରିପୋର୍ଟ :- ମଣ୍ଟୁମନ୍ତ୍ରା)ନେହେରୁ ଯୁବ କେନ୍ଦ୍ର ତତ୍ୱାବଧାନରେ ଆଞ୍ଚଳିକ ମହାବିଦ୍ୟାଳୟ ସିଂଢୋଲ ଠାରେ ପାଳିତ ହୋଇଯାଇଛି ସର୍ଦ୍ଧାର ବଲ୍ଲବ ଭାଇ ପଟେଲ ଜୟନ୍ତୀ l

ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଶିରୀଶ କୁମାର ଦାସ ମୁଖ୍ୟଅତିଥି ମୁଖ୍ୟବକ୍ତା ଭାବେ ଯୁକ୍ତ ତିନି ର ଅଧ୍ୟକ୍ଷ ପବିତ୍ର ମୋହନ ବାରିକ ତଥା ସନମାନିତ ଅତିଥି ସଂସ୍କୃତ ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ବେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ’Run for unity’ ଅବସରରେ ପଦଯାତ୍ରା କଲେଜ ପରିକ୍ରମା କରିଥିଲା

ଏଥିରେ NNS ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହିଅବସରରେ ପାଞ୍ଚଜଣ ଛାତ୍ର ଛାତ୍ରୀଙ୍କୁ ପୁରକୃତ କରାଯାଇଥିଲା ଶେଷରେ ଧବଳେଶ୍ୱର ଭୁକ୍ତା ଧନ୍ୟବାଦ ଦେଇଥିଲେ।

Related posts

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

Odisha Halchal

ପୁଣି ମାତିଲେ ଚୋର

Odisha Halchal

Leave a Comment