ଓଡ଼ିଶା ଖବରନ୍ୟୁଜ୍

ପାଣିପଞ୍ଚାୟତ ୧୦ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ

ପାଣିପଞ୍ଚାୟତ ୧୦ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ

ବେଲଗୁଣ୍ଠା:-(ରିପୋର୍ଟ :-ମଦନମୋହନ ବିଶ୍ବାଳ) ଆଜି ଗୋବରା ଠାରେ ଡ଼ ଜଳସେଚନ ଉପ-ବିଭାଜନ, ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ପାଣିପଞ୍ଚାୟତ ୧୦ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହୋଇଛି।

ନବ ନିର୍ବାଚିତ ସଦସ୍ୟ ୩୮ ମେମ୍ବର ମଧରୁନିବାଚିତ ପ୍ରାର୍ଥୀ ସଭାପତି: ଜୟଦେବ ପ୍ରଧାନ, ସମ୍ପାଦକ: ମଦନମୋହନ ବିଶ୍ବାଳ, କୋଷାଧ୍ୟକ୍ଷ:ଧାରଣ ଗୈଡ ସର୍ବ ସମତିରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ତଥା ସହକାରୀ ନିର୍ବାହିଯନ୍ସୀ ପଞ୍ଚୁ ବେହେରା ଗୋବରା ସରପଞ୍ଚ ଶ୍ରୀମତୀ ସୁପ୍ରଭା ନାଇକା, ସମିତି ସଭ୍ୟ ବିଭୁପାଦ ଜେନା, ଜିଲ୍ଲା ପରିଷଦ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ ଉପସ୍ଥିତ ଥିଲେ।

କାର୍ଯ୍ୟ ନିର୍ବାହ କରିଥିଲେ ରଙ୍କନିଧି ସ୍ୱାଇଁ (ସମବାୟ ସଭାପତି),ସ୍ବପନା ସାହୁ(ସିତୁ),ସୁନିଲ କୁମାର ସାହୁ (ଲିଟୁ) , ଦିନବନ୍ଧୁ ବିଶ୍ବାଳ କାର୍ଯ୍ୟ ତୁଲାଇଥିଲେ।
ପୋଟ,

Related posts

୯ବର୍ଷର ପୁତୁରା ଉପରେ ଅକଥନୀୟ ଅତ୍ୟାଚାର, ଦାଦା ଓ ଖୁଡ଼ିର ବର୍ବରତା

Odisha Halchal

ଦୀପାବଳି ପାର୍ଟିରେ କାଜୋଲଙ୍କ ଲାଡଲିଙ୍କୁ ଦେଖି ଚିହ୍ନି ପାରିଲେନି ଫ୍ୟାନ୍ସ,

Odisha Halchal

ଜାତୀୟ ରାଜପଥରେ ଚୋରା ତେଲ ବେପାର

Odisha Halchal

Leave a Comment