ଓଡ଼ିଶା ଖବରନ୍ୟୁଜ୍

ଅଜଣା ଡମ୍ଫର ଧକ୍କାରେ ଦମ୍ପତି ମୃତ

ଅଜଣା ଡମ୍ଫର ଧକ୍କାରେ ଦମ୍ପତି ମୃତ

ବଲାଙ୍ଗୀର:-(ରିପୋର୍ଟ :-ଦୀପକ ପାଲ)ଆଜି ପ୍ରାୟ 10 ଟା ସମୟରେ ଏକ ମର୍ମହନ୍ତ ଷଡ଼କ ଦୁର୍ଘଟଣା ରେ ଦୁହି ସ୍ୱାମୀ ସ୍ତ୍ରୀ ନିଜର ପ୍ରାଣ ହରାଇବାର ପ୍ରାଥମିକ ସୂଚନାରୁ ଜଣା ପଡିଛି।

ବଲାଙ୍ଗୀର ଜିଲ୍ଲାର ସିନ୍ଖମନ୍ ଛକ ନିକଟରେ ଗ୍ଲାମ୍ବର ବାଇକ ରେ ଯାଉଥିବା ଦୁହି ସ୍ୱାମୀ ସ୍ତ୍ରୀ କୁ ଏକ ଡମ୍ଫର ଧକ୍କା ଦେଇ ଫେରାର ମାରିଥିଲା।

ଫଳରେ ସ୍ତ୍ରୀ ଙ୍କ ଜୀବନ ଦୁର୍ଘଟଣା ସ୍ଥାନ ରେ ହି ଜୀବନ ଚାଲିଯାଇଥିବା ସମୟରେ ସ୍ୱାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲ କୁ ନିଆଁ ଯାଇଥିଲା ଓ ସ୍ୱାମୀଙ୍କ ମଧ୍ୟ ସେଠାରେ ପ୍ରାଣବାୟୁ ଚାଲିଯାଇଥିଲା।

Related posts

ଖାଉଛନ୍ତିକି ସୁଗାର ଫ୍ରି ଟାବଲେଟ ? ଶରୀରରେ ଅଧିକ ରହିଛି କ୍ୟାନସର ହେଇପାରେ

Odisha Halchal

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

Odisha Halchal

ଭୋଟ୍ ଗ୍ରହଣ ସମୟରେ ଟଙ୍କା ବାଣ୍ଟିବା ଅଭିଯୋଗ, ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

Odisha Halchal

Leave a Comment