ଓଡ଼ିଶା ଖବରନ୍ୟୁଜ୍

ବାରହା ଫାସରେ ପଡିଲେ ଚାଷୀ

ବାରହା ଫାସରେ ପଡିଲେ ଚାଷୀ

ବଲାଙ୍ଗୀର:-(ରିପୋର୍ଟ :-ଦୀପକ ପାଲ ) ଦେଓଗାଁ ବ୍ଲକ କରୁଆଁଝର ଗାଁ ରେ ଘଟିଛି ଅଭାବନୀୟ ଘଟଣା । ଜମି କୁ ଯାଇଥିବା ସମୟରେ ବରହା ଫାଶରେ ପଡ଼ି ଚାଷୀ ଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଅନଙ୍ଗ ମଲ୍ଲିକ । ସୂଚନା ଅନୁସାରେ ଅନଗଙ୍ଗ ଫସଲ ଜଗିବାକୁ ଯାଇଥିଲେ ରାତିରେ ହେଲେ ବରାହ ଫାସରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି ।

ଫେରିବା ସମୟରେ ନିଜ ଚାଷ ଜମିକୁ ବୁଲିଯାଇଥିଲେ। ବିଦ୍ୟୁତ ସଂଯୋଗ ବିଛା ଯାଇଥିବା ବାରାହା ଫାସରେ ପଡି ସଂଙ୍ଗେ ସଂଙ୍ଗେ ମୃତ୍ୟୁ ହୋଇଥିଲା | ତେବେ ଏଠି ପ୍ରଶ୍ନ ଉଠୁଛି ବଲାଙ୍ଗିର ବନବିଭାଗ କଣ ପାଇଁ ଚୁପ ରହୁଛି | ବେଆଇନ ଭାବେ ଫାଶ ବିଛା ଯାଉଛି ହେଲେ ବନବିଭାଗର ଅବହେଳା କାର୍ଯ୍ୟ ଯୋଗୁ ଗରିବ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ଯାଉଛି.. ବନବିଭାଗ ମାସକୁ ଖାଲି ଦରମା ଛିନିବାର ଜାଣିଛନ୍ତି.. ଅନେକ ଅଭାହେଲା ଦେଖାଉଛି ବଲାଙ୍ଗୀର ବନବିଭାଗ ହେଲେ କଣ ପାଇଁ ସଠିକ୍ ଭାବରେ କାର୍ଯ୍ୟ କରୁନାହିଁ ତାହା ପ୍ରଶ୍ନ ଉଠୁଛି.. କେବଳ ଆୱାର୍ଡ, ଚାରା ରୋପଣ ଓ ଟ୍ୱିଟରରେ ଫଟୋ ଛାଡି ବିଭାଗ ତା କାମ ସାରିଦେଉଛି |

ନିରୀହ ଆଦିବାସୀଙ୍କୁ କରଡ଼ି ଚୋରି ଅଭିଯୋଗରେ ଗିରଫ କରୁଛି | ହେଲେ ଏପଟେ ଜଙ୍ଗଲରେ ବିଛାଯାଇଥୁବା ତାର ଆଘାତରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି | ଏ ବାବଦରେ ଡ଼ିଏଫଓ ମଧ୍ୟ ଚୁପ | ବନ ବିଭାଗ ଧୀରେଧୀରେ ସ୍ଥାଣୁ ପାଲଟୁଥିବା ନେଇ ଚର୍ଚ୍ଚା ମଧ୍ୟ ଜୋରଧରିଚି |ଏପଟେ ମୃତ ଚାଷୀ ଙ୍କର ଶବ ବ୍ୟବଛେଦ ପରେ ମୃତ ଦେହ ପରିବାର କୁ ହସ୍ତାନ୍ତର କରିଛି ପୋଲିସ ଓ ପରିବାର ଲୋକେ ହତ୍ୟା କରା ଯାୟୀ ଥିବାର ଅଭିଯୋଗ କରିଛନ୍ତି | ଆଗକୁ ଦେଖା ଯଉ ବନବିଭାଗ କିପ୍ରକାରେ କାର୍ଯ୍ୟ ତୁଲାଇଵ

Related posts

ଧକ୍ ଧକ୍ ଗର୍ଲଙ୍କ ସହ ଘଟିଥିଲା ଏମିତି ଘଟଣା

Odisha Halchal

ଗ୍ରାହକଙ୍କ ଟଙ୍କାରେ ମଦ ମାଲିକ ମାଲେମାଲ

Odisha Halchal

ନିରାଶ୍ରୟ ବୃଦ୍ଧା ମହିଳାଙ୍କୁ ସହାୟତା ର ହାତ

Odisha Halchal

Leave a Comment