ଓଡ଼ିଶା ଖବରନ୍ୟୁଜ୍

ସୌଣ୍ଢିକ ସେବା ସଂଘର ରାଜ୍ୟପ୍ରଦେଶ କମିଟିର ସଭାପତି ରାୟଗଡା ଗ୍ରସ୍ତ

ସୌଣ୍ଢିକ ସେବା ସଂଘର ରାଜ୍ୟପ୍ରଦେଶ କମିଟିର ସଭାପତି ରାୟଗଡା ଗ୍ରସ୍ତ

ରାୟଗଡା :-(ରିପୋର୍ଟ -ପ୍ରସାଦ ସାହୁକାର )ସୌଣ୍ଢିକ ସେବା ସଙ୍ଘର ରାଜ୍ୟପ୍ରଦେଶ କମିଟିର ସଭାପତି ଶ୍ରୀ ଗୋବିନ୍ଦ ସାହୁଙ୍କ ଆଗମନ କୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ସଭାପତି ଶ୍ରୀ ନନ୍ଦକିସର ଚୌଧୁରୀ ସାଧାରଣ ସମ୍ପାଦକ ଶ୍ରୀ ସୁବାସ ବେହେରା ଓ ସଙ୍ଘର ସଦସ୍ୟମାନେ, ବଳରାମ ଚୌଧୁରୀ,ସୁଶୀଲ ସେନାପତି, ସଞ୍ଜୟ ସୁନାମୁଦି,ସହଦେଵ ସାହୁ, ରାଜେନ୍ଦ୍ର କୁ ସାହୁ,ରାୟଗଡା ରେଳ ଷ୍ଟେସନ ଯାଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରି ତାଙ୍କୁ PWD IB କୁ ଆଣି ୩ ନଂ ରୁମରେ ରହିଥିଲା ।

ଦିନ ୨ ଟାରେ ଖାଇବା ପରେ ସଙ୍ଘର କଲ୍ୟାଣମଣ୍ଡପ ଦେଖିବାକୁ ଯାଇଥିଲେ । ଶ୍ରୀ ସାହୁ କଲ୍ୟାଣ ମଣ୍ଡପ ଦେଖି ବହୁତ ଖୁସି ହୋଇ ଥିଲେ ଓ ସେଠାରୁ ଫେରି ଦିନ ୪ ଟାରେ ସଙ୍ଘର ମିଟିଙ୍ଗ କରି ଥିଲେ ଶ୍ରୀ ସାହୁ ୨୩/୦୯/୨୦୦୦ ମସିହାରେ ସଙ୍ଘ ରାୟଗଡାରେ ଆରମ୍ଭ ହୋଇଥିଲା କିନ୍ତୁ ଦିର୍ଗ ୯ ବର୍ଷ ପରେ ସଙ୍ଘ ରେଜିଷ୍ଟ୍ରେସନ ହୋଇଥିଲା । ତାପରେ ମଧ୍ୟ ଶିତିଲ ରେ ଚାଲିଥିଲା , ୦୭/୦୩/୨୦୨୨ରେ ସଭାପତି ନନ୍ଦକିସର ଚୌଧୁରୀ ଓ ସମ୍ପାଦକ ସୁବାସ ବେହେରା ଙ୍କ ଆନୁକୂଲ୍ୟରେ ଏକ ମିଟିଙ୍ଗ ରଖାଯାଇଥିଲା PWD ଡାକ ବଙ୍ଗଳା ରେ ଉକ୍ତ ମିଟିଙ୍ଗରେ ଶ୍ରୀ ସଞ୍ଜୟ ସୁନାମୁଦି( ୧ )ଏକ ଲକ୍ଷ ଟଙ୍କା ଅନୁଦାନ ସଙ୍ଘର କଲ୍ୟାଣ ମଣ୍ଡପ ପାଇଁ ଦେଇଥିଲେ ।

ତାପରେ ସମସ୍ତଙ୍କୁ ଆଗ୍ରହ ବଢ଼ିଥିଲାଲା ୦୭/୦୩/୨୨ କଲ୍ୟାଣ ମଣ୍ଡପ କାମ ଆରମ୍ଭ ହୋଇଥିଲା । ଶ୍ରୀ ଅଶକ ସାହୁ ହନୁମାନ ଗ୍ୟାସ ପେଷ୍ଟିରି ସମ୍ମାନ ରେ ୪୦/୬୦ ଯାଗା କରିଦେଲେ ଓ( ୫ ) ଲକ୍ଷ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସେହି ଯାଗା କୁ ଘର ବାଡିକରି ସଙ୍ଘ ନାମରେ ରେଜିଷ୍ଟ୍ରେସନ କରି କଲ୍ୟାଣ ମଣ୍ଡପ କାମ ଆରମ୍ଭ ହୋଇ ଛାତ ଲେବୁଲରେ ପହଞ୍ଚିଛି , ଏବକୁ ପ୍ରାୟ ୯/୧୦ ଲକ୍ଷ ଖର୍ଚ୍ଚ ହୋଇ ସାରିଲାଣି ,ସେହିପରି ଆନ୍ଦ୍ରପ୍ରଦେଶ ପୂର୍ବତନ ସଭାପତି ବବିଲି ଚୌଧୁରୀ ଏକ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ।

ରାୟଗଡା ରେ ସରକାରୀ କଲ୍ୟାଣ ମଣ୍ଡପ ୨ ଟି ଅଛି ସେବୀ ଗଟେ ୭୦୦୦/ଅନ୍ୟଟି ୫୦୦୦ ଟଙ୍କା ରେ ଭଡାରେ ଦିଆ ଯାଇଛି । ସୌଣ୍ଢିକ ସଙ୍ଘର ଉଦେଶ୍ୟ ହେଲା ଗରିବ ଲୋକମାନଙ୍କ ପାଇଁ ସୁବିଧା ରେ ବିବାହ ଜନ୍ମ ଦିନ ଓ କୌଣସି ମିଟିଙ୍ଗ କାମ ଖର୍ଚ୍ଚରେ କରିପାରିବେ । ଏହା କହି ପ୍ରଦେଶ କମିଟି ସଭାପତି ଶ୍ରୀ ସାହୁ କହିଥିଲେ

Related posts

ମୁଁ ଚାହେଁ ତମର ବିକାଶ ହେଉ-ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

Odisha Halchal

ଶବ କୁ କାନ୍ଧ ଦେଲେନି ଗ୍ରାମବାସୀ

Odisha Halchal

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

Odisha Halchal

Leave a Comment