ଅପରାଧଓଡ଼ିଶା ଖବରନ୍ୟୁଜ୍

ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

କଟୁରୀରେ ସ୍ତ୍ରୀ ର ମୁଣ୍ଡ କାଟି ନିର୍ମମ ହତ୍ୟା କରିଛିପିଶାଚ ସ୍ୱାମୀ। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିକୁ ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି।

ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁର ନିକଟରୁ ମୁଣ୍ଡ କାଟିବା ପରେ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା। ପରେ ଗଂଦିଆ ଥାନା ପୋଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ବିବତ୍ସ ହତ୍ୟା କଲା ସ୍ୱମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀର ହତ୍ୟା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି କଟାମୁଣ୍ଡ ଧରି ୧୨ କିମି ଚାଲିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳର ଗଂଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁରେ।

Related posts

ଶେରଗଡ ପିତ୍ତଳ ଗାଁରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳକାଣ୍ଡ, ୪ ଜଣଙ୍କୁ ନିର୍ମମ ହତ୍ୟା

Odisha Halchal

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

Odisha Halchal

ବର୍ତମାନର ବଡ ଖବର

Odisha Halchal

Leave a Comment