ଓଡ଼ିଶା ଖବରନ୍ୟୁଜ୍

ନବରଙ୍ଗପୁର ଜିଲ୍ଲା ରେ S ଶୁଶ୍ରୀ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ ଓ ଦାଇତ୍ୱ ଗ୍ରହଣ

S ଶୁଶ୍ରୀ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ ଓ ଦାଇତ୍ୱ ଗ୍ରହଣ

ନବରଙ୍ଗପୁର :- ଆରକ୍ଷୀ ଅଧିକ୍ଷକ ପୁରଷତମ ଦାସ୍ ଙ୍କ ବରଗଡ଼ ଜିଲ୍ଲା ରେ ବଦଳି ହେବା ଫଳରେ ଆଜି ନବରଙ୍ଗପୁର ଜିଲ୍ଲା ରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ S ଶୁଶ୍ରୀ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।

S ଶୁଶ୍ରି ଭୂବନେଶ୍ବର ଜିଲ୍ଲାରେ ଟ୍ରାଫିକ ଡିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। ଆଜି ଏସ. ସୁଶ୍ରୀ ନୂତନ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ଉପରେ ବିଶେଷ ଦୃଷ୍ଟି ଦେବା ସହ ଜିଲ୍ଲାରେ ଟ୍ରାଫିକ ସମସ୍ୟା ଉପରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା କହିଛନ୍ତି l

ସାଧାରଣ ଲୋକ ଓ ପୋଲିସ ମଧ୍ୟରେ ଉତ୍ତମ ବୁଝାମଣା ରଖି କାର୍ଯ୍ୟ କରିବା ସହ ସମସ୍ତଙ୍କ ସାହାଯ୍ୟ ସହଯୋଗ ରେ ସାଧାରଣ ଲୋକଙ୍କ ସମସ୍ୟା କୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି l

Related posts

ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

Odisha Halchal

ପ୍ରଥମ ଦିନରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କଲା ‘ଆରଆରଆର’, ସିନେମା ଘର ଆଗରେ ଲାଗିଲା ଦର୍ଶକଙ୍କ ଲମ୍ବା ଲାଇନ୍‌

Odisha Halchal

ପୌର ଭୋଟ : ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ

Odisha Halchal

Leave a Comment