Friday, October 7, 2022
Homeଓଡ଼ିଶା ଖବରନବରଙ୍ଗପୁର ଜିଲ୍ଲା ରେ S ଶୁଶ୍ରୀ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ ଓ...

ନବରଙ୍ଗପୁର ଜିଲ୍ଲା ରେ S ଶୁଶ୍ରୀ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ ଓ ଦାଇତ୍ୱ ଗ୍ରହଣ

ନବରଙ୍ଗପୁର :- ଆରକ୍ଷୀ ଅଧିକ୍ଷକ ପୁରଷତମ ଦାସ୍ ଙ୍କ ବରଗଡ଼ ଜିଲ୍ଲା ରେ ବଦଳି ହେବା ଫଳରେ ଆଜି ନବରଙ୍ଗପୁର ଜିଲ୍ଲା ରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ S ଶୁଶ୍ରୀ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।

S ଶୁଶ୍ରି ଭୂବନେଶ୍ବର ଜିଲ୍ଲାରେ ଟ୍ରାଫିକ ଡିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। ଆଜି ଏସ. ସୁଶ୍ରୀ ନୂତନ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ଉପରେ ବିଶେଷ ଦୃଷ୍ଟି ଦେବା ସହ ଜିଲ୍ଲାରେ ଟ୍ରାଫିକ ସମସ୍ୟା ଉପରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା କହିଛନ୍ତି l

ସାଧାରଣ ଲୋକ ଓ ପୋଲିସ ମଧ୍ୟରେ ଉତ୍ତମ ବୁଝାମଣା ରଖି କାର୍ଯ୍ୟ କରିବା ସହ ସମସ୍ତଙ୍କ ସାହାଯ୍ୟ ସହଯୋଗ ରେ ସାଧାରଣ ଲୋକଙ୍କ ସମସ୍ୟା କୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି l

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର