ଓଡ଼ିଶା ଖବରନ୍ୟୁଜ୍

କଂଗ୍ରେସ ଓ ବିଜେପି ଦଳର ପ୍ରେସମିଟ ର ଜବାବ ରଖିଲା ବିଜେଡି

ଜିଲ୍ଲା ର ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୁଦ୍ଧରେ ଆସିଥିବା ଯୌନ ନିର୍ଯାତନା ଘଟଣାକୁ ନେଇ ଗତ କାଲି କଂଗ୍ରେସ ଓ ବିଜେପିର ବିକ୍ଷୋଭ ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ ମାଝୀଙ୍କ ଇସ୍ତଫା ଓ ଗିରଫ ଦାବୀ କରିବା ପରେ ଏହାର ଜବାବ ରଖିଛି ନବରଙ୍ଗପୁର ଜିଲ୍ଲା ମହିଳା ବିଜୁ ଜନତା ଦଳ। ଆଜି ସ୍ଥାନୀୟ ତୃପ୍ତି ହୋଟେଲ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ କଂଗ୍ରେସ ଓ ବିଜେପି ହୀନ ରାଜନୀତି କରୁଛନ୍ତି,ବିଧାୟକ ପ୍ରକାଶ ମାଝୀଙ୍କ ପରିବାର ଦୀର୍ଘ ବର୍ଷ ହେବ ଲୋକଙ୍କ ସେବା କରି ଆସୁଛନ୍ତି ତାଙ୍କ ପରିବାର ରେ କୌଣସି ଦାଗ ନାହିଁ, ନବରଙ୍ଗପୁର ଜିଲ୍ଲାକୁ କଂଗ୍ରେସ ଓ ବିଜେପି ବଦନାମ କରୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ନ୍ୟାୟ ସପକ୍ଷରେ ରୁହନ୍ତି, ପ୍ରକାଶ ମାଝୀଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ଦିଅନ୍ତୁ, ମହିଳା ଜଣକ ଦେଇଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଅଟେ ବୋଲି ନବରଙ୍ଗପୁର ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ମଞ୍ଜୁଳା ମାଝୀ କହିଛନ୍ତି

Related posts

ବିଶ୍ବକପ୍‌ ପୂର୍ବରୁ ଟ୍ରଫିକୁ ବିଭିନ୍ନ ଦେଶ ଭ୍ରମଣ

Odisha Halchal

ବସ ଦୁର୍ଘଟଣାରେ ଜଣେ ମୃତ୍ୟୁ ୧୪ଗୁରୁତର

Odisha Halchal

ପୁଣି ଜରିମାନା ଗଣିବ ଗୁଗଲ୍‌, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

Odisha Halchal

Leave a Comment