ଅପରାଧଓଡ଼ିଶା ଖବରନ୍ୟୁଜ୍

ମାହାଙ୍ଗା ଗଣହତ୍ୟାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ, ମାମଲାର CBI ତଦନ୍ତ ଦାବି

ମାହାଙ୍ଗା, କୁସୁପୁର ଅଲେଖ ସାହୁ ପରିବାର ପାଞ୍ଚ ହତ୍ୟା ଘଟଣା ରେ ମାହାଙ୍ଗା ପୋଲିସ ତରଫରୁ ଘର କୁ ସିଲ କରିଥିବା ବେଳେ ଏକ ନୋଟିସ ଜାରିକରିଛି, ମାହାଙ୍ଗା ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ପଚାର ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ କରିପାରିନାହାନ୍ତି, ଏହି ହତ୍ୟା ଜଣ କର କାମ ନୁହେଁ ଏଥିରେ ଏକା ଧିକ ଲୋକଙ୍କ ର ସମ୍ପୃକ୍ତି ସନ୍ଦେହ କରୁଛନ୍ତି ଗ୍ରାମ ବାସୀ ମାନେ ଦାବି କରିଛନ୍ତି ସିବିଆଇ ତଦନ୍ତ ପାଇଁ।

Related posts

କିଛି ଭାବିବା ଆଗରୁ ମାଡ଼ି ଗଲା ଟ୍ରାକ୍ଟର

Odisha Halchal

୨୪ ତାରିଖ ଯାଏଁ ପ୍ରବଳ ବର୍ଷା, ଉତ୍ତର ଓ ଦକ୍ଷିଣରେ ପ୍ରବଳ ଛେଚିବ

Odisha Halchal

ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌

Odisha Halchal

Leave a Comment