ମାହାଙ୍ଗା ଗଣହତ୍ୟାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ, ମାମଲାର CBI ତଦନ୍ତ ଦାବି

0
98

ମାହାଙ୍ଗା, କୁସୁପୁର ଅଲେଖ ସାହୁ ପରିବାର ପାଞ୍ଚ ହତ୍ୟା ଘଟଣା ରେ ମାହାଙ୍ଗା ପୋଲିସ ତରଫରୁ ଘର କୁ ସିଲ କରିଥିବା ବେଳେ ଏକ ନୋଟିସ ଜାରିକରିଛି, ମାହାଙ୍ଗା ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ପଚାର ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ କରିପାରିନାହାନ୍ତି, ଏହି ହତ୍ୟା ଜଣ କର କାମ ନୁହେଁ ଏଥିରେ ଏକା ଧିକ ଲୋକଙ୍କ ର ସମ୍ପୃକ୍ତି ସନ୍ଦେହ କରୁଛନ୍ତି ଗ୍ରାମ ବାସୀ ମାନେ ଦାବି କରିଛନ୍ତି ସିବିଆଇ ତଦନ୍ତ ପାଇଁ।

LEAVE A REPLY

Please enter your comment!
Please enter your name here