ଓଡ଼ିଶା ଖବରନ୍ୟୁଜ୍

63 ତମ ପୋଲିସ ସହିଦ ଦିବସ ପାଳିତ

63 ତମ ପୋଲିସ ସହିଦ ଦିବସ ପାଳିତ

ମାଲକାନଗିରି :- (ରିପୋର୍ଟ:- କ୍ରିଷ୍ଣପଦୋ ରାୟ) ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଦେଶରେ ଶାନ୍ତି ସୁଙ୍ଖଳା ରକ୍ଷା କରିବା ରେ ପୋଲିସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋରନା ଭଳି ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଶରେ ଶାନ୍ତି ସୁଙ୍ଖଳା ରକ୍ଷା କରିଥିଲେ ।

ତେବେ ନିଜ କାର୍ଯ୍ୟ ତୁଲାଇବା ସମୟରେ ଅନେକ ପୋଲିସ ନିଜ ଜୀବନ ହରାଇ ସହିଦ ହୋଇଛନ୍ତି । ସେହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ବିରତା ସମ୍ବନ୍ଧରେ ଆଲୋଚନା ହୋଇଥିଲା ଜିଲ୍ଲା ପୋଲିସର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Related posts

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ, ଘୋଷଣା କଲା ଦଳ

Odisha Halchal

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

Odisha Halchal

ମନିପର୍ସରୁ ମହାଭାରତ

Odisha Halchal

Leave a Comment