ଓଡ଼ିଶା ଖବରନ୍ୟୁଜ୍

ବିଜେଡିର ଜନସମ୍ପର୍କ ପଦଯାତ୍ରା

ବିଜେଡିର ଜନସମ୍ପର୍କ ପଦଯାତ୍ରା

ରାୟଗଡା :-(ରିପୋର୍ଟ:-ପ୍ରସାଦ ସାହୁକାର)ଚନ୍ଦ୍ରପୁର ବ୍ଲକ ସଦର ଗ୍ରାମଦେବୀ ମା ଝାଲିଆ ମନ୍ଦିର ଠାରୁ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଶନିବାରଦିନ ,ଆଜି ଅନୁଷ୍ଠିତ ହୋଇଯାଇଛିଗୁଣପୁର ବିଧାୟକ ଙ୍କନେତୃତ୍ୱରେ ,ଆୟୋଜିତ ପଦଯାତ୍ରା ରେ ଆଦିବାସୀ,ହରିଜନ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ,ବିଜେଡି ଜିଲା ସଭାପତି ସୁଧୀର ଦାସ, ଉପସଭାପତି ଗଗନ ଆଚାର୍ଯ୍ୟ,ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ରାୟଗଡା ଜିଲ୍ଲା ବିଧାୟକ ମକରନ୍ଦ ମୁଦୁଲି, ଏସି,ଏସ ଟି ଅଧକ୍ଷା ଅନୁସୂୟା ମାଝୀ, ଲେମ୍ପ ଡ଼ାଇରେକ୍ଟର ଜଗନ୍ନାଥ ନୁଣ୍ଡୁରୁକା,ମୁନିଗୁଡା ବ୍ଲକ ବିଜେଡି ସଭାପତି ରତନଲାଲ ଜୈନ,ରାୟଗଡା ଜିଲ୍ଲା ଉପସଭାପତି ମିଟୁ ପାତ୍ର, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼ ଙ୍କ ସହ ଗୁଣପୁର,ପଦ୍ମପୁର,ଗୁଡାରି,ବିଷମକଟକ,ମୁନିଗୁଡା ବ୍ଲକ ଅଧକ୍ଷା, ଅଧ୍ୟକ୍ଷ ଓ ମାନ୍ୟ ଗୋଣ୍ୟ ବ୍ୟକ୍ତି ଙ୍କ ସହ ୬ଗୋଟି ଗ୍ରାମ ପଞ୍ଚାୟତ ରୁ ଆସିଥିବାପ୍ରାୟ୨୦୦ ବିଜେଡ଼ି କର୍ମୀ ,ନେତା,ଯୁବ ଓ ମହିଳା କର୍ମୀ ମାନେ ଜଗଦେଇ ସହିକି ସାହି ପରିକ୍ରମା କରି ନବୀନ ପଟ୍ଟନାୟକ ସରକାରଙ୍କ,ରାଜ୍ୟ ସରକାର ଙ୍କ ଜନହିତକର ଯୋଜନା ସମ୍ପର୍କରେ ବୁଝାଇବାସହ, ଲୋକଙ୍କ ସହ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟ କ୍ରମ କୁ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୋଇନ କିମ୍ଵାକା, ଜିଲାପରିସଦ ସଭ୍ୟ ସୁଜିତ କୁମାର ବ୍ରେଡେକା ପରିଚାଳନା କରିଥିବାବେଳେ ଏହାକୁ ସହଜଗ କରିଥିଲେ ,ମଙ୍ଗଳା ଦିବାକା, ପ୍ରମୋଦ ସାହୁକର, ଚିତରଂଜ ନାଲା, ହନୁମନ୍ତପୁର ସରପଞ୍ଚ ନୀଳମାଈ ଦିବାକା,

Related posts

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

Odisha Halchal

ନାବାଳିକାକୁ ଏକ ମାସ ଧରି ଦୁସ୍କର୍ମ ଅଭିଯୋଗ

Odisha Halchal

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

Odisha Halchal

Leave a Comment