Month : March 2022

ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

Odisha Halchal
ପ୍ରଟ୍ରୋଲ, ଡିଜେଲ ଦରବୃଦ୍ଧି ପରେ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ । ରାଜ୍ୟରେ ବଢିଲା ବସ ଭଡା । ସାଧାରଣ ଵସ୍ ଭଡା ୮୭ ପଇସାରୁ ୯୦ପଇସା ହେଲା । ସେହିଭଳି ଏକ୍ସପ୍ରେସ ଭଡା...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସକାଳୁଆ ସ୍କୁଲ୍‌ ସମୟରେ ପରିବର୍ତ୍ତନ

Odisha Halchal
ରାଜ୍ୟରେ ଏପ୍ରିଲ୍‌ ୨ ତାରିଖରୁ ସକାଳୁଆ ସ୍କୁଲ୍ କରିବା ପାଇଁ ଗତକାଲି ସରକାର ଘୋଷଣା କରିଥିବା ବେଳେ ଆଜି ଏହାର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସକାଳ ସାଢେ ୬ଟାରୁ କ୍ଲାସ ଆରମ୍ଭ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଏପ୍ରିଲ ୧ରୁ ବଦଳିଯିବ ଆୟକର ସମ୍ବନ୍ଧୀୟ ଅନେକ ନିୟମ

Odisha Halchal
ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ । ୧ ତାରିଖରୁ ଅନେକ ନିୟମରେ ପରବର୍ତ୍ତନ ହେବ । ଆୟକର ଓ ବ୍ୟାଙ୍କ୍ ସମ୍ବନ୍ଧୀୟ ଅନେକ ନିୟମ ମଧ୍ୟ ବଦଳିବାକୁ ଯାଉଛି...
ଦେଶ ବିଦେଶମନୋରଞ୍ଜନ

ବଲିଉଡ୍‌ର ଦାମୀ ଅଭିନେତ୍ରୀ ହେଲେ ଆଲିଆ ଭଟ୍ଟ, ସେଲିବ୍ରିଟିର ଟପ୍‌ ଲିଷ୍ଟରେ

Odisha Halchal
ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ଆର.ଆର.ଆର ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବଢିଯାଇଛି କ୍ରେଜ୍‌ । ସବୁଠି କେବଳ ଆଲିାାଙ୍କୁ ନେଇ ଚର୍ଚ୍ଚା । ତାଙ୍କର ଏହି ଦୁଇଟି ଫିଲ୍ମ ସୁପରହିଟ୍‌ ହୋଇଛି। ଫଳରେ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

Odisha Halchal
ବଲାଙ୍ଗୀରରେ ବୀଭତ୍ସ ହତ୍ୟା । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡା ଗାଁରେ ଡବଲ ମର୍ଡର । ଘର ଭିତରେ ଶାଶୁ, ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି । କିଏ, କାହିଁକି ହତ୍ୟା କଲା...
ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କ୍ୟାମେରାମ୍ୟାନ୍ ହତ୍ୟା ମାମଲା ରିମାଣ୍ଡରେ ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ

Odisha Halchal
ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ମାନିଛି ରଞ୍ଜନ । କେବଳ ଶର୍ମିଷ୍ଠା...
ଓଡ଼ିଶା ଖବରନ୍ୟୁଜ୍

ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ

Odisha Halchal
ଧର୍ମଶାଳା:-(ରିପୋର୍ଟ- ଗୌତମ କୁମାର ସାହୁ)ଜାରକା ସ୍ଥିତ କଳ୍ପତରୁ ଦାସ ମିନି ଷ୍ଟାଡିୟମ ରେ ଗୋକର୍ନିକାସାହିତ୍ୟସମାଜ ଜାରକା, ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ ରେ ଉଦଘାଟକ ଓ ମୁଖ୍ୟଅତିଥି ଭାବେ...
ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂ ମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ

Odisha Halchal
ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର)ଜିଲ୍ଲାମୁଖ୍ୟଚିକିତ୍ସାଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କକାର୍ଯ୍ୟାଳୟ ପରିସରରେଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଛି । ଏହି ଅବସରରେଜିଲ୍ଲାପାଳଶ୍ରୀସରୋଜକୁମାରମିଶ୍ରମୁଖ୍ୟ ଅତିଥି ଭାବେଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଜିଲ୍ଲା...
ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଆନ୍ଦୋଳନ ସତ୍ତ୍ୱେ ଥମୁନି ଦର: ଗ୍ରାହକଙ୍କୁ ମହଙ୍ଗା ମାଡ

Odisha Halchal
ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ବନ୍ଦ ହେବାର ନାଁ ନେଉନି । ଭାରତୀୟ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଗୁଡିକ ଆଜି ୩୦ମାର୍ଚ୍ଚ ୨୦୨୨ରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି...
ଅପରାଧଓଡ଼ିଶା ଖବରନ୍ୟୁଜ୍

ହତ୍ୟା ପଛରେ ରହିଛି କି ଏହି ଭିଡିଓ, ଶର୍ମିଷ୍ଠାଙ୍କ ପରେ ପୁରୀ ସି ବିଚରେ ନିରଞ୍ଜନଙ୍କ ଭିଡିଓ ଭାଇରାଲ,

Odisha Halchal
କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବନ୍ଧା ହୋଇ ସାରିଥିବା ସତ୍ତ୍ୱେ ସେମାନଙ୍କ ନିକଟରୁ ସତ ଉଗାରିବାକୁ ନାକେଦମ ହେଉଛି କ୍ରାଇମବ୍ରାଞ୍ଚ । ଗତକାଲି ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ନେଇ କଟକ...