Month : February 2022

ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଯୁଦ୍ଧ ଭିତରେ ପ୍ରଥମ ଥର ଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍, ରୋସ୍ତୋକ୍ ସହରରେ ବ୍ୟାପକ କ୍ଷୟକ୍ଷତି

Odisha Halchal
ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଢିଲା ଅଶୋଧିତ ତୈଳ ଦର, ୧୦୦ ଡଲାର ପାରି କଲା ବ୍ୟାରେଲ ପିଛା ଦର, ସୁନା ୫୧୫୦୦ ପାର୍‌

Odisha Halchal
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଯୁଦ୍ଧ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ପରେ ଭାରତୀୟ ଷ୍ଟକ ବଜାର ଆଜି ପ୍ରବଳ ହ୍ରାସ ସହ ଖୋଲିଛି। ଏଥି ସହିତ ଅଶୋଧିତ ତୈଳ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ ଉପରେ ଆକ୍ରମଣ କରିବେ ୩୦ ନାଟୋ ଦେଶ

Odisha Halchal
ପାଲଟା ଜବାବ ଦେବା ଆରମ୍ଭ କରିଛି ୟୁକ୍ରେନ୍ । ଋଷର ପାଞ୍ଚୋଟି ଫାଇଟର୍ ବିମାନକୁ ୟୁକ୍ରେନ ଧ୍ୱଂସ କରିଥିବା ସୂଚନା ମିଳିଛି । ସେହିପରି ନାଟୋ ମଧ୍ୟ ଋଷ ଉପରେ ଆକ୍ରମଣ କରିବା ନେଇ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal
ଗମ୍ଭୀର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି । ଆଜି ଋଷ ପକ୍ଷରୁ ମିଲିଟାରି ଆକ୍ସନ ଘୋଷଣା କରାଯିବା ପରେ ଚିନ୍ତାରେ ସବୁ ଦେଶ । ଦୁଇ ଦେଶ ମଧ୍ୟରେ ଏଭଳି...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal
ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ବ୍ୟାଙ୍କ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ମେହେଟ୍ଟା ଜଷ୍ଟିସ୍ ଏମ୍...
ଓଡ଼ିଶା ଖବରନ୍ୟୁଜ୍

ଶ୍ରୀଜିଉଙ୍କ ବନକଲାଗି, ଅପରାହ୍ନ ୫ରୁ ରାତି ୯ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

Odisha Halchal
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ,କସ୍ତୁରୀ ଓ କଳା ଓ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆସନ୍ତାକାଲି ଉପକୂଳ ଓଡିଶାରେ ଝଡବର୍ଷା ସମ୍ଭାବନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାରି ରହିବ ବର୍ଷା

Odisha Halchal
ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ । ବୁଧବାର ଅପରାହ୍ଣରୁ ଉପକୂଳ ଓଡିଶାର କେତେକ ଜିଲ୍ଲା ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଝଡବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନୀ ହିଂସାରେ ୯୮ଜଣଙ୍କୁ ଗିରଫ

Odisha Halchal
ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟ ରେ ହୋଇଥିବା ନିର୍ବାଚନୀ ହିଂସା ରେ ବର୍ତ୍ତମାନ ସୁଦ୍ଧା ୯୮ଜଣଙ୍କୁ ଗିରଫ କରାଯାଇଛି । ଏନେଇ ପ୍ରେସ୍ ରିଲିଜ୍ କରି ସୁଚନା ଦେଇଛନ୍ତି ଜିଲ୍ଲା ପୋଲିସ୍ । ୨୧...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ରାଜଧାନୀରେ କଡା ହେଲା ଟ୍ରାଫିକ୍ ନିୟମ

Odisha Halchal
ରାଜଧାନୀରେ ଦିନକୁ ଦିନ ଟ୍ରାଫିକ୍ ନିୟମ ଯେତିକି କଡା ହେଉଛି ନିୟମ ଉଲଘଂନକାରୀଙ୍କ ସଂଖ୍ୟା ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଉଛି । ତେବେ ର୍ତ୍ତମାନ ଆହୁରି କଡା ହୋଇଛି ଟ୍ରାଫିକ୍ ନିୟମ ।...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

Odisha Halchal
ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର । ଗୁଣି ଗାରେଡି ସନ୍ଦେହରେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜଙ୍ଗଲରେ ଅଟକ ରଖିବା ନେଇ ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୁଡିଖୋଳା ଗ୍ରାମରେ ଘଟିଛି ଏଭଳି...