Tuesday, August 9, 2022
Homeଅପରାଧ୧୨ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ

୧୨ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ

୧୨ ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଧର୍ମଗଡ ଏଡିଜେ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କର୍ମେଲ ଗାଁର ଜଣେ ଯୁବତୀ ବିଲକୁ ପନିପରିବା ପାଇଁ ଯାଇଥିବା ସମୟରେ ସେହି ଗାଁର ବୈଷ୍ଣବ ମାଝୀ ତାଙ୍କୁ ଦୁଷ୍କର୍ମ କରିଥିଲେ l ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେଇଥିଲେ ।

ସେହି ଘଟଣାରେ ସୋମବାର ଏଡିଜେ ଧର୍ମଗଡ ସମସ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ବୈଷ୍ଣବ ମାଝୀକୁ ୧୦ ବର୍ଷ ଜେଲ୍ ସହିତ ୧୦ ହଜାର ଟଙ୍କା ଜରିମାନା ରାୟ ଦେଇଛନ୍ତି l

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର