ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୟୁରୋପର ସର୍ବବୃହତ୍ତ ପରମାଣୁ ଶକ୍ତି କେନ୍ଦ୍ରରୁ ଧୂଆ ନିର୍ଗତ ହେଉଥିବା ଦେଖାଯାଉଛି ।
ୟୁକ୍ରେନ୍ର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଆଁ ଲାଗିବା ପରେ ରୁଷୀୟ ସୈନିକଙ୍କୁ ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କାରଖାନା ଉପରେ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ କରିଛି ।
ଆକ୍ରମଣ ଜାରି ରହିଲେ ଚୋରନୋବିଲ ଠାରୁ ୧୦ଗୁଣ ଅଧିକ ବିସ୍ଫୋରଣ ହେବ । ରୁଷିଆକୁ ତୁରନ୍ତ ନିଆଁ ବନ୍ଦ କରିବା ଉଚିତ ।