ଅପରାଧଓଡ଼ିଶା ଖବରନ୍ୟୁଜ୍

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ ୮ଟି ସର୍ତ୍ତ ଏବଂ ୫୦ ହଜାରର ଦୁଇଟି ଜମାନାତାରେ ମିଳିଛି ଜାମିନ ୨୨ ତାରିଖରେ କଣ୍ଟାବାଞ୍ଜି ଏଡିଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମମତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୧୪ ଦିନିଆ ଅନ୍ତରଣିୟ ଜାମିନ ମିଳିଛି।

ଗୋବିନ୍ଦ ନିଜ ସ୍ତ୍ରୀ ଏବଂ ପିଲାଙ୍କ ଚିକିତ୍ସା ପାଇଁ ହାଇକୋର୍ଟ ରେ ଏକ ଜାମିନ ପିଟିସନ ଦାଖଲ କରିଥିଲେ। ଏବଂ ସେହି ଜାମିନ ପିଟିସନ ର ଏକ ନକଲ କପି କଣ୍ଟାବାଞ୍ଜି କୋର୍ଟ ରେ ଗୋବିନ୍ଦ ସାହୁ। ଆଠଟି ସର୍ତ୍ତ ଏବଂ ପଚାଶ ହଜାର ଦୁଇଟି ଜାମିନର ଆଧାରରେ ତାଙ୍କୁ ଚଉଦ ଦିନିଆ ଜାମିନ ଦେଇଛନ୍ତି। କଣ୍ଟାବାଞ୍ଜି ଏଡିଜେମ୍ ଏହା ସର୍ତ୍ତେ ଚଉଦ ଦିନ ପଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ କେସ୍ ର ଆୟୋ ବା ତଦନ୍ତ ଅଫିସରଙ୍କୁ ସାକ୍ଷାତ କରିବ ଗୋବିନ୍ଦ।

ଏପରି କି ସାକ୍ଷୀ ମାନଙ୍କୁ ପଭାବିତ କରିବ ନାହିଁ କି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିବ ନାହିଁ। ଏ ହେଉଛି ସେହି ଗୋବିନ୍ଦ ସାହୁ ଯେ ମମତା ମେହେର ହତ୍ୟା ଘଟଣାର ମୁଖ୍ୟ ଖଳନାୟକ। ଅତି ନିର୍ମମଭାବେ ଜଣେ ନିରୀହ ଯୁବତୀଙ୍କୁ କରିଥିଲା ହତ୍ୟା। ବହୁ ଖୋଳତାଡ ପରେ ଶେଷରେ ଗୋବିନ୍ଦ ହାତରେ ପଡିଥିଲା ହାତ କଡି।

Related posts

ବ୍ଲକ ସ୍ତରୀୟ ଭୀମଭୋହି ଭିନ୍ନକ୍ଷମ ସମର୍ଥ ଶିବିର

Odisha Halchal

ରେସ୍କ୍ୟୁ ଅପରେସନ୍‌ ବେଳେ ହେଲିକପ୍ଟରରୁ ଖସିଗଲେ ଆଉ ଜଣେ ପର୍ଯ୍ୟଟକ

Odisha Halchal

ଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର

Odisha Halchal

Leave a Comment