କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ୍ ବଙ୍ଗାଳପୁରୁ ପଞ୍ଚାୟତର ନୂଆ ଶାସନ ଗାଁରେ ୧୫ ନମ୍ଵର ବୁଥରେ ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ ।
ସରପଞ୍ଚ ବାଲାଟ ପେପରକୁ ପୁଲିଂ ଅଫିସର ଭୁଲ୍ ଭାବେ ଭାଙ୍ଗି ୧୦୫ ଜଣ ଭୋଟରଙ୍କୁ ଦେଇଥିଲେ । ସରପଞ୍ଚ ପ୍ରାର୍ଥୀଙ୍କ ଅଭିଯୋଗ ପରେ ସରପଞ୍ଚ ଭୋଟକୁ ବନ୍ଦ ରଖିଛି ପ୍ରଶାସନ।