Thursday, September 29, 2022
Homeଓଡ଼ିଶା ଖବରବାଲାଟ୍ ପେପରକୁ ଭୁଲ୍ ଭାବେ ଭାଙ୍ଗି ଭୋଟରଙ୍କୁ ଦେଲେ ପୁଲିଂ ଅଫିସର, ସରପଞ୍ଚ ଭୋଟ୍ ବନ୍ଦ...

ବାଲାଟ୍ ପେପରକୁ ଭୁଲ୍ ଭାବେ ଭାଙ୍ଗି ଭୋଟରଙ୍କୁ ଦେଲେ ପୁଲିଂ ଅଫିସର, ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ

କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ୍ ବଙ୍ଗାଳପୁରୁ ପଞ୍ଚାୟତର ନୂଆ ଶାସନ ଗାଁରେ ୧୫ ନମ୍ଵର ବୁଥରେ ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ ।

ସରପଞ୍ଚ ବାଲାଟ ପେପରକୁ ପୁଲିଂ ଅଫିସର ଭୁଲ୍ ଭାବେ ଭାଙ୍ଗି ୧୦୫ ଜଣ ଭୋଟରଙ୍କୁ ଦେଇଥିଲେ । ସରପଞ୍ଚ ପ୍ରାର୍ଥୀଙ୍କ ଅଭିଯୋଗ ପରେ ସରପଞ୍ଚ ଭୋଟକୁ ବନ୍ଦ ରଖିଛି ପ୍ରଶାସନ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର