ଓଡ଼ିଶା ଖବରନ୍ୟୁଜ୍

ବାଲାଟ୍ ପେପରକୁ ଭୁଲ୍ ଭାବେ ଭାଙ୍ଗି ଭୋଟରଙ୍କୁ ଦେଲେ ପୁଲିଂ ଅଫିସର, ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ

ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ

କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ୍ ବଙ୍ଗାଳପୁରୁ ପଞ୍ଚାୟତର ନୂଆ ଶାସନ ଗାଁରେ ୧୫ ନମ୍ଵର ବୁଥରେ ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ ।

ସରପଞ୍ଚ ବାଲାଟ ପେପରକୁ ପୁଲିଂ ଅଫିସର ଭୁଲ୍ ଭାବେ ଭାଙ୍ଗି ୧୦୫ ଜଣ ଭୋଟରଙ୍କୁ ଦେଇଥିଲେ । ସରପଞ୍ଚ ପ୍ରାର୍ଥୀଙ୍କ ଅଭିଯୋଗ ପରେ ସରପଞ୍ଚ ଭୋଟକୁ ବନ୍ଦ ରଖିଛି ପ୍ରଶାସନ।

Related posts

ଦେବଗଡ଼ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର ହେଲେ ଗିରଫ ବିଧାୟକ

Odisha Halchal

କୋଟି ହୃଦୟର ମଉଡମଣୀ ଗଣକବି ବୈଷ୍ଣବ ପାଣି

Odisha Halchal

ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ

Odisha Halchal

Leave a Comment