ଓଡ଼ିଶା ଖବରନ୍ୟୁଜ୍

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଝାରବାହାଲି ଗାଁ ରେ ହାତୀ ଉପଦ୍ରବ ।ଚାଷୀମାନେ ଋଣଭାର କରି ଚାଷ କରିଥିବା ଧାନ କୁ ଏବେ ହାତୀ ର ଚିନ୍ତା ମାଡି ଯାଇଛି । ଜଙ୍ଗଲ ରୁ ଜଙ୍ଗଲି ହାତୀପଲ ଆସି କ୍ଷେତ ରେ ସୁନା ର ଧାନ ଫସଲ ଦଳି ଚକଟି ଖାଇ ନଷ୍ଟ କରୁଛନ୍ତି ।

ଯାହା ଫଳରେ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି ।ପ୍ରାୟ ୧୦୦ ଏକର ଚାଷଜମି ଜଙ୍ଗଲୀ ହାତୀ କ୍ଷତି କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।ସବୁଦିନ ରାତି ହୋଇଗଲେ ମାଡି ଆସନ୍ତି ବଣୁଆ ହାତୀ ।

ଜଙ୍ଗଲୀ ହାତୀ ଆସି ବହୁ ଷୟକ୍ଷତି କରୁଥିବା ଚାଷୀ କହିଛନ୍ତି । ସଂଜୀବ କୁମାର ପୁରୋହିତ,ସୁଦାମ ତ୍ରିପାଠୀ, ଶୁଶାନ୍ତ ପୁରୋହିତ,ସତ୍ୟ ନାରାୟଣ ପାଢ଼ୀ, ଆଦି ବହୁ ଚାଷୀ ଙ୍କ ଏକର ଏକର ଧାନ ଖାଇ କ୍ଷତି କରିଛନ୍ତି ।ଚାଷୀମାନଙ୍କ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Related posts

ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌, ସର୍କୁଲାର ଜାରି କଲା ଜାତୀୟ ମେଡିକାଲ କମିଶନ

Odisha Halchal

ଶେଷରେ ୱିନିଂ ଟ୍ରାକ୍‌କୁ ଫେରିଲା ଚେନ୍ନାଇ

Odisha Halchal

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

Odisha Halchal

Leave a Comment