ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରତ୍ନତତ୍ତ୍ଵ ବିଭାଗର ଚୋରି ୩ ଜଣକୁ ଗିରଫ କଲା ପୋଲିସ

ପ୍ରତ୍ନତତ୍ତ୍ଵ ବିଭାଗର ଚୋରି ୩ ଜଣକୁ ଗିରଫ କଲା ପୋଲିସ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ଲଳିତଗିରି ଠାରେ ଥିବା ପ୍ରତ୍ନତତ୍ତ୍ଵ ବିଭାଗ ର ବାଉଣ୍ଡରୀ ଗ୍ରିଲ କାଟି ନେବା ଓ ବଙ୍ଗଳା ରେ ବିଗତ ଦିନରେ କିଛି ଦୂର୍ବୁତ ଚୋରି କରିଥିବା ଘଟଣାରେ 3ଜଣ ଚୋରକୁ ପୋଲିସ ଗିରଫକରି କୋର୍ଟଚାଲାଣକରିଛି।

ସେମାନଙ୍କ ଠାରୁ 2ଟି ଲୁହାଗ୍ରୀଲ ଗେଟ ଜବତ କରିଛି। 3ଜଣ ଅଭିଯୁକ୍ତ ହେଲେ ଲଳିତଗିରି ଅଂଚଳର ଉମାକାନ୍ତ ସିଂହ, ନୃସିଂହ ସିଂହ ଓ ସୁରେଶ ମହାରଣା।

ସେମାନଙ୍କ ନାମରେ 281/2022ରେ ମାମଲା ରଜୁକରି କୋର୍ଟଚାଲାଣ କରିଥିବା ନେଇ ମାହାଙ୍ଗା ପୋଲିସ ସୂଚନା ଦେଇଛି।

Related posts

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

Odisha Halchal

ଗଛରୁ ଝରୁଛି ମଦ

Odisha Halchal

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ

Odisha Halchal

Leave a Comment