ଓଡ଼ିଶା ଖବରନ୍ୟୁଜ୍

କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ

କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ

ଭୁବନେଶ୍ୱର :-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ ?ସମାଜରେ କଣ ରହିଛି ଭୂମିକା , ଜାଣନ୍ତୁ…..ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ନଭେମ୍ବର 16 ତାରିଖରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ ।ଖବର ଗୁଣ ବତ୍ତା ବଜାୟ ରଖିବା ଉଦସ୍ୟରେ 1966 ମସିହାରେ ନଭେମ୍ବର 16 ତାରିଖରେ ପ୍ରେସ କାଉନସିଲ ଅପ ଇଣ୍ଡିଆ ସ୍ଥାପିତ ହୋଇଥିଲା ।

ଦେଶର ସାମ୍ବାଦିକ ମାନେ ଯେପରି କୌଣସି ବାହ୍ୟ ଶକ୍ତ ଦ୍ୱାରା ପ୍ରବବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅପ ଇଣ୍ଡିଆ କାମ କରୁଛି ।ପ୍ରେସ କାଉନସିଲ ଅପ ଇଣ୍ଡିଆ ଇତିହାସ ବିଷୟରେ ଯଦି କହିବା ତାହେଲେ 1956 ମସିହାରେ ପ୍ରଥମଥର ପ୍ରେସ କମିଶନ ଭାରତରେ ଗଣମାଧ୍ୟମ ର ସ୍ୱାଧୀନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା କରିଥିଲେ ।ତେବେ ଭାରତରେ 4 ଜୁଲାଇ 1966 ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ 1966 ମସିହାରେ 16 ନଭେମ୍ବର ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର 16 କୁ ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।

1956 ମସିହାରେ ପ୍ରେସ କାଉନସିଲ ଅପ ଇଣ୍ଡିଆ ପପ୍ରତିଷ୍ଠା ପାଇଁ ସୁପାରିସ କରି ପ୍ରଥମ ପ୍ରେସ କମିଶନ ସିଧାର୍ନ୍ତ ଦେଇଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ବୃତ୍ତିଗତ ଦ୍ୱିତୀକତା ବଜାୟ ରଖିବାକୁ ସର୍ବୋତ୍ତମ ଉପାୟ ଦେଇଛି ଆଇନଗତ ପ୍ରାଧିକାରଣ ସହିତ ଏକ ସଂସ୍ଥା ସୃଷ୍ଟି କରିବା ପ୍ରେସ କାଉନସିଲ ଅପ ଇଣ୍ଡିଆ 1966 ମସିହାରେ ପ୍ରେସ କାଉନସିଲ ଅଧିନିୟମ ଅନୁଯାଇ ଗଠିତ ହୋଇଥିଲା ।

Related posts

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

Odisha Halchal

ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକ ତଳି ଅଂଚଳରେ ବନ୍ୟା ଆଶଙ୍କା

Odisha Halchal

ଦୟାକରି ଧ୍ୟାନ ଦିଅନ୍ତୁ…ଆଇଆରସିଟିସି ବଦଳାଇଲା ଅନ୍‌ଲାଇନ୍ ଟିକେଟ୍ ବୁକିଂର ନିୟମ

Odisha Halchal

Leave a Comment