ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଲ୍ ବେଳେ ମାଡି ବସିଲା ପୋଲିସ, କଳରାପତରିଆ ବାଘ ଛାଲ ସହ ୩ ଗିରଫ

ଡିଲ୍ ବେଳେ ମାଡି ବସିଲା ପୋଲିସ, କଳରାପତରିଆ ବାଘ ଛାଲ ସହ ୩ ଗିରଫ

ଚାଲିଥିଲା ବାଘ ଛାଲ ଡିଲ୍ । ଆଉ ଏହି ସମୟରେ ମାଡି ବସିଲା ପୋଲିସ । ତେବେ କଳରାପତରିଆ ବାଘ ଛାଲ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ ଜିଲ୍ଲା ରିଆମାଳ ତାରଙ୍ଗ ତୁହିଲାମାଳ ପୋଲ ନିକଟରୁ ପୋଲିସ ଏହି ବାଘ ଛାଲକୁ ଜବତ କରିଛି

ସୂଚନା ଅନୁସାରେ, କିଛି କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ କରାଯାଉଥିଲା । ଏନେି ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରିଆମାଳ ବନାଞ୍ଚଳ ତାରଙ୍ଗ ତାହିଲାମାଳ ପୋଲ ନିକଟରେ ଚଢାଉ କରିଥିଲା ।

ତେବେ ଏହି ଚଢାଉରେ ପୋଲିସ କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି ପୋଲିସ । ଏମାନଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଲତାଡ କରୁଛି

Related posts

ପୁଣି ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଟଳିଲେ ଜଣେ ଆତଙ୍କବାଦୀ

Odisha Halchal

ଟଙ୍କା ଚୋର ନିରବ ମୋଦି କୁ ଆଣିବ ଭାରତ

Odisha Halchal

ନିଆଁରେ ପୋଡ଼ି ମହିଳା ଗୁରୁତର

Odisha Halchal

Leave a Comment