ଅପରାଧଓଡ଼ିଶା ଖବରନ୍ୟୁଜ୍

କେଶରିଆ ହିନ୍ଦୁ ବାହିନୀ ର ରାଜ୍ୟ ସଭାପତି ଗିରଫ

କେଶରିଆ ହିନ୍ଦୁ ବାହିନୀ ର ରାଜ୍ୟ ସଭାପତି ଗିରଫ

କେଶରିଆ ହିନ୍ଦୁ ବାହିନୀର ରାଜ୍ୟ ସଭାପତି ତଥା ବଲାଙ୍ଗିର ସହରର ଜଣେ ଜଣାଶୁଣା ବ୍ୟକ୍ତି ସନ୍ତୋଷ ଭୋଲ୍ ଙ୍କୁ ଆଜି ସାଇବର ପୋଲିସ ଦ୍ବାରା ଗିରଫ କରାଯାଇଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି l

ଏସଡିପିଓ ଙ୍କ ସୂଚନା ଅନୁସାରେ,ଶ୍ରୀଯୁକ୍ତ ଭୋଲ ବିରମୁଣ୍ଡା ଠାରେ ଚାକିରି କରାଇଦେବା ଆଳରେ 5,49,000 ଟଙ୍କା ଆଣିଥିବା ବେଳେ ଏହାକୁ ନେଇ ସାଇବର ପୋଲିସ ଠାରେ ଠକେଇ ର ଶିକାର ହୋଇଥିବା ଯୁବକ ମାନେ ଏତାଲା ଦେଇଥିଲେ l

ଏତଲା କୁ ଭିତ୍ତି କରି ସାଇବର ପୋଲିସ କେସ ନୋ.65/2022, ୟୁଏସ 420/506 ଆଇପିସି ରେ ଏକ ମାମଲା ରୁଜୁ କରିଥିବା ନେଇ ଏସଡିପିଓ ଶ୍ରୀ ବାଗ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି l

Related posts

ରୋପୱେ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ, ଏବେ ବି ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

Odisha Halchal

ବାଇକକୁ ଧକ୍କାଦେଲା ଟ୍ରକ

Odisha Halchal

କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ

Odisha Halchal

Leave a Comment