ଓଡ଼ିଶା ଖବରନ୍ୟୁଜ୍

କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ

କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ

ସୁବର୍ଣ୍ଣପୁର(ଓଡିଶା ହାଲଚାଲ):-କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ନାକଡେଇଁ ବନ୍ଧ ନିକଟରେ କୁକୁର ଆକ୍ରମଣରେ ଏକ ଅଣ୍ଡିରା ହରିଣ ମୃତ୍ୟୁ ଘଟିଥିବାl

ସୂଚନା ଅନୁସାରେ ଆଜି ସକାଲୁ ଏକ ଅଣ୍ଡିରା ହରିଣ ଉକ୍ତ ବନ୍ଧକୁ ପାଣି ପିଇବାକୁ ଆସିଥିଲା l ସେହି ସମୟର ହରିନକୁ ଡେଖି କୁକୁର ମାନେ ଆକ୍ରମଣ କରିଥିଲେ l

ଫଳରେ ହରିଣର ମୃତ୍ୟୁ ଘଟିଥିଲା l ଖବର ପାଇ ଉଲୁଣ୍ଡା ରେଞ୍ଜର ନିଜ ଟିମ୍ ଶହ ଘଟଣା ସ୍ଥଳରେ ପହଞ୍ଚି ହରିଣ ସବ । ଯବତ୍ କରିଥିଲେ ଶହ ବ୍ୟବଚ୍ଛେଦ ପରେ ପୋଡିଦେଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ଜଣାପଡ଼ିଛି l

Related posts

ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ଉପରକୁ ଏସିଡ ମାଡ଼

Odisha Halchal

ସମ୍ ହସ୍ପିଟାଲରେ ସଫଳ ହେଲା ୬ ମାସ ଶିଶୁର ଜଟିଳ ହୃଦରୋଗ ଅସ୍ତ୍ରୋପଚାର

Odisha Halchal

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

Leave a Comment