ଅପରାଧଓଡ଼ିଶା ଖବରନ୍ୟୁଜ୍

୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ

୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ

ଗୋରୁ ହାଟରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣା : ୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ ଗ୍ୟାଙ୍ଗ୍‌ର ୫ ସଦସ୍ୟ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଗୋରୁ ହାଟରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ମୟୁରଭଞ୍ଜ ପୋଲିସକୁ ବଡ ସଫଳତା।

ମାତ୍ର ୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ ଗ୍ୟାଙ୍ଗର ୫ ସଦସ୍ୟ । ହତ୍ୟାରେ ବ୍ୟବହୃତ ଇନସାସ୍ ରାଇଫଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି।

ଲୁଟ୍ ଟଙ୍କାରେ କିଣିଥିବା ଟ୍ରାକ୍ଟର ଓ ବାଇକ୍ ସହିତ ୫୦ହଜାର ନଗଦ ଟଙ୍କା ଜବତ କଲା ମୟୁରଭଞ୍ଜ ପୋଲିସ ।ସୂଚନାଯୋଗ୍ୟ ଯେ, ଗତ ମେ’ ମାସ ୨୫ ତାରିଖ ହାଟବାଦଡା ଗୋରୁ ହାଟରେ ଭୋର ୫ଟାରେ ଘଟିଥିଲା ହତ୍ୟାକାଣ୍ଡ ।

Related posts

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

Odisha Halchal

ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ

Odisha Halchal

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

Odisha Halchal

Leave a Comment