ଓଡ଼ିଶା ଖବରନ୍ୟୁଜ୍

ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ

ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ

ଖପ୍ରାଖୋଲ ୧୪/୧୦/୨୨(ଓଡ଼ିଶା ହାଲଚାଲ, ରିପୋର୍ଟ :-ଅଭିନାଶ ବିଶ୍ୱାଳ ))ଖପ୍ରାଖୋଲ ବ୍ଳକ୍ ଓଡ଼ିଆ ପାଳି ଗ୍ରାମପଞ୍ଚାୟତ ଭାଲୁଡୁଙ୍ଗୁରି ଗ୍ରାମର ବୁଢ଼ା ଦମ୍ପତି ପ୍ରଧାନ ମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ । ଭାଲୁଡୁଙ୍ଗୁରି ଗ୍ରାମର ବସୁଦେବ ନାଏକ [୮୩] ପ୍ରଭାତି ନାଏକ [୭୫] ଝିଅ ଗୁଲାପି ନାଏକ୪୦] ଦିର୍ଘ୍ୟ ଦିନ 6ହବ ଏମାନେ ଭଙ୍ଗା ଦଦରା ମାଟି କୁଡିଆରେ ଦିନ ଅତିବାହିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ଅନେକ ଥର ଆବେଦନ କରି ଥକି ଗଲିଣି କିନ୍ତୁ ଆବାସ ଗୃହ ପାଇପାରୁନାହି ।ବସୁଦେବ ର ପରିବାର ସରକାର କଂ ୫କେଜି ଚାଉଳ ଓ ୫୦୦ ଟଙ୍କା ଭତ୍ତା ପାଉଛନ୍ତି । କିଛି ନେତା ବସୁଦେବ ଠାରୁ ୨୦୦୦ ରୁ ୪୦୦୦ ଟଙ୍କା ଠକି ନେଉଛନ୍ତି । ଆମ୍ଭେ ତୁମର ନାମ ରେ ଆବାସ ଗୃହ ଆଣିଦେବୁ ।

ବସୁଦେବ ଜଣେ ସରଲ ବିଶ୍ୱାସି ଲୋକ ଏହାର ଫାଇଦା ନେଉଛନ୍ତି କିଛି ନେତା ବର୍ତ୍ତମାନ ଏମାନେ ଖରା ବର୍ଷାରେ ଦୁଖ କଷ୍ଟ ଅନୁଭବ କରୁଛନ୍ତି । ଯଦି ବ୍ଳକ୍ର ଠାରୁ ଜିଲ୍ଲା ତ୍ପ୍ରଶାସନ ଦୃଷ୍ଟିଦେଲେ ଗରିବ ଲୋକ ଉପକୃତ ହୋଇପାରିବେ ବୋଲି ଗ୍ରାମବାସି ଠାରୁ
ପ୍ରକାଶ । ।

Related posts

ଋଷ ତେଲ ଓ ଗ୍ୟାସ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଲେ ମାସେ ଭିତରେ ବନ୍ଦ ହୋଇଯିବ ଯୁଦ୍ଧ

Odisha Halchal

ମହିଳା ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ଶିବିର

Odisha Halchal

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

Odisha Halchal

Leave a Comment