ଓଡ଼ିଶା ଖବରନ୍ୟୁଜ୍

ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର

ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର

ସହିଦଙ୍କ ପରିବାରକୁ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର । ୫ ଲକ୍ଷ ପରିବର୍ତ୍ତେ ୧୦ ସହିଦଙ୍କ ପରିବାରକୁ ଏବେ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯୁଦ୍ଧ, ଆତଙ୍କୀ ଓ ଉଗ୍ରବାଦର ମୁକାବିଲା ବେଳେ ସହିଦ ଯବାନଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଉଛି ।ସହିଦଙ୍କ ପରିବାର ପାଇଁ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର, ୫ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ

Related posts

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼

Odisha Halchal

ତିନି ବାନ୍ଧବୀ ଙ୍କ ଝୁଲନ୍ତା ଶବ ଗୋଟିଏ ଗଛରେ

Odisha Halchal

Leave a Comment