ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର

0
38
ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର
ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର

ସହିଦଙ୍କ ପରିବାରକୁ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର । ୫ ଲକ୍ଷ ପରିବର୍ତ୍ତେ ୧୦ ସହିଦଙ୍କ ପରିବାରକୁ ଏବେ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯୁଦ୍ଧ, ଆତଙ୍କୀ ଓ ଉଗ୍ରବାଦର ମୁକାବିଲା ବେଳେ ସହିଦ ଯବାନଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଉଛି ।ସହିଦଙ୍କ ପରିବାର ପାଇଁ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର, ୫ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ

LEAVE A REPLY

Please enter your comment!
Please enter your name here