ଓଡ଼ିଶା ଖବରନ୍ୟୁଜ୍

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ନମ୍ବର ପ୍ଲେଟ ଅବଧି ବଢାଇଲା ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର । ଶେଷ ଅଙ୍କ ୧, ୨, ୩, ୪ ପାଇଁ ନଭେମ୍ବର ୩୦ ଶେଷ ତାରିଖ ।

ଶେଷ ଅଙ୍କ ୫, ୬ ପାଇଁ ଡିସେମ୍ବର ୩୧ ଶେଷ ତାରିଖ । ୭, ୮ ପାଇଁ ଜାନୁଆରୀ ୩୧ ଓବଂ ୯, ୦ ପାଇଁ ଫେବୃଆରୀ ୨୮ ଶେଷ ତାରିଖ ରଖାଯାଇଛି ।

ଦ୍ୱିତୀୟ ଥର ପାଇଁ ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ଅବଧି । ନମ୍ବର ପ୍ଲେଟ ଲଗାଇବାର ଅବଧି ବଢାଇଛି ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏ ଅବଧି ବଢାଇଲେ ରାଜ୍ୟ ସରକାର । ରାଜ୍ୟରେ ଲାଗୁହୋଇଥିବା ଏଚଆରଏସପି ଅବଧିକୁ ରାଜ୍ୟ ସରକାର ପୁଣି ଥରେ ବଢାଇଛନ୍ତି ।

Related posts

ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

Odisha Halchal

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,

Odisha Halchal

ମାତିଛନ୍ତି ସାଇବର ଲୁଟେରା; ପାର୍ବଣ ଋତୁରେ ଲୁଟିଲେ ୫୦ ଲକ୍ଷ

Odisha Halchal

Leave a Comment