ଅପରାଧଓଡ଼ିଶା ଖବରନ୍ୟୁଜ୍

ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

ପରିବହନ ନିୟମ ନ ମାନିବା ପଡିଲା ମହଙ୍ଗା । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ଗାଡି ଡ୍ରାଇଭର । ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଇଲା ପରିବହନ ବିଭାଗ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ରୋଡରେ ଯାଞ୍ଚ ଚାଲିଥିଲା । ପରିବହନ ବିଭାଗ ଅଧିକାରୀମାନେ ଯାଞ୍ଚ କରୁଥିଲେ । ସେହି ସମୟରେ ଅଧିକାରୀଙ୍କ ହାତରେ ଏହି ଗାଡି ଧରାପଡିଥିଲା ।

ପରିବହନ ନିୟମ ଉଲଂଘନ କରିବା ଅଭିଯୋଗରେ ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଯାଇଛି ।

Related posts

ଅଫିସ୍ ରେ ଛୁଟି ନମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ ବାହିନୀ କର୍ମଚାରୀ

Odisha Halchal

ଏମ୍ ପି ଭି -୧୨ ଗ୍ରାମରେ ଫୁଟବଲ ଖେଳ

Odisha Halchal

ଭାଉଜକୁ ବିବାହ କଲା ଦିଅର

Odisha Halchal

Leave a Comment