ଅପରାଧଓଡ଼ିଶା ଖବରନ୍ୟୁଜ୍

ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍

ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍

ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍ ତେବେ ସୂଚନାରୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗଣେଶ୍ୱର ସେଠି ଙ୍କ ୧୨ ବର୍ଷୀୟ ପୁଅ ହାତ କାଟିବା ପରେ ନୀଳଗିରି ଉପଖଣ୍ଡ ହସ୍ପିଟାଲ ରେ ଭର୍ତ୍ତି ହୋଇଛି ।

ଘଟଣା ପରେ ପରିବାର ଲୋକେ ହସ୍ପିଟାଲ ଆସି ଟିକେଟ କାଟି ପୁଅକୁ ଡାକ୍ତର ଙ୍କୁ ଦେଖାଇଥିଲେ । ହେଲେ ଫାର୍ମାସିଷ୍ଟ ଜଣଙ୍କ ଟିଟାନାସ ନଦେଇ କୁକୁର କାମୁଡା ଇଂଜେକସନ୍ ଦେଇଥିବା ଜଣାପଡ଼ିଛି ।

ପରେ ଭୁଲ ବୁଝି ତାଙ୍କ ଠାରୁ ପୁରୁଣା ପ୍ରେସକ୍ରିପସନ ଛଡାଇ ନେଇ ନୂଆ କାଟି ପୁଣି ପ୍ରେସକିପସନ କରି ଥିଲେ । ଭୁଲ ଇଞ୍ଜେକସନ୍ ଦିଆ ଯାଇଥିବା ଜାଣିବା ପରେ ପରିବାର ଲୋକେ ହୋହଲ୍ଲା କରିଥିଲେ । ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଛି ।

Related posts

ଦୁର୍ଘଟଣା ସବୁ ଖୁସି ଛଡାଇ ନେଲା

Odisha Halchal

ରିଲାଏନ୍ସର ବଡ ରେକର୍ଡ

Odisha Halchal

ରାହୁଲ ଗାନ୍ଧୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍

Odisha Halchal

Leave a Comment