ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

0
80
ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ
ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମରେ ସମେତ ଅନେକ ସ୍ଥାନରେ ଚଢାଉ କରାଯାଇଛି ।

ତେବେ ଏହି ଚଢାଉ ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଜବତ ହୋଇଛି । ହେଲେ ଅନ୍ୟା ସ୍ଥାନରୁ କଣ କେତେ ଜବତ ହୋଇଛି ତାହା ଜଣାପଡିନି । ଚଢାଉ ପରେ ତାହା ସାମ୍ନାକୁ ଆସିବ ।

LEAVE A REPLY

Please enter your comment!
Please enter your name here