ଓଡ଼ିଶା ଖବରନ୍ୟୁଜ୍

କାନ୍ଧରେ ବୁହାହେଲା ଗୁରୁତର ରୋଗୀ

କାନ୍ଧରେ ବୁହାହେଲା ଗୁରୁତର ରୋଗୀ

ମାଲକାନଗିରି :-(ରିପୋର୍ଟ:-କ୍ରିଷ୍ଣା ପଦ ରାୟ )ରାସ୍ତା ନଥିବାରୁ କାନ୍ଧରେ ବୁହାହେଲା ଗୁରୁତର ରୋଗୀ
ଏହା ହେଉଚି ମାଲକାନଗିରି ଜିଲ୍ଲାର ବିକାଶର ଚିତ୍ର।
ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ।
ଶେଷରେ ଡାଲା ସାହାଯ୍ୟରେ କାନ୍ଧରେ ବୋହି ନିଆଗଲା ରୋଗୀ….
ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତ ଅନ୍ତର୍ଗତ ତାଗାବେଡ଼ା ଗ୍ରାମର ଚିତ୍ର ….
ଆପଣ ଭିଜୁଆଲ ମାଧ୍ୟମରେ ଦେଖୁଛନ୍ତି କିଭଳି ଭାବରେ ଦୁଇ ଜଣ ବ୍ୟକ୍ତି ପାହାଡ଼ିଆ ରାସ୍ତା ରେ ଡାଲା ସାହାଯ୍ୟରେ ଗୁରୁତର ରୋଗୀଙ୍କୁ କାନ୍ଧରେ ବୋହି ନେଉଛନ୍ତି।
ତେବେ ସାଧାରଣ ମନରେ ପ୍ରଶ୍ନ…..? କେବେ ବଦଳିବ ଏ ଅଞ୍ଚଳର ଚିତ୍ର ।ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ?
ଶେଷରେ ଡାଲା ସାହାଯ୍ୟରେ କାନ୍ଧରେ ବୋହି ନିଆଗଲା ରୋଗୀ….
ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତ ଅନ୍ତର୍ଗତ ତାଗାବେଡ଼ା ଗ୍ରାମର ଚିତ୍ର …. କେବେ ଅଞ୍ଚଳବାସୀ ଏଭଳି କଷ୍ଟରୁ ମୁକ୍ତିପାଇବେ ତାହା ସାଧାରଣରେ ପ୍ରଶ୍ନ…..?

Related posts

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

Odisha Halchal

ଆଜିର ଅପଟୁଡେଟ ଖବର

Odisha Halchal

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

Leave a Comment