ଅପରାଧଓଡ଼ିଶା ଖବରନ୍ୟୁଜ୍

ସାମନ୍ତରାପୁର ସୁନା ଦୋକାନ ଗୁଳିକାଣ୍ଡ

ସାମନ୍ତରାପୁର ସୁନା ଦୋକାନ ଗୁଳିକାଣ୍ଡ

ସାମନ୍ତରାପୁର ସୁନା ଦୋକାନ ଗୁଳିକାଣ୍ଡ ଘଟଣାରେ ତଦନ୍ତ ପାଇଁ ଗଠନ ହେଲା 4 ଟି ଟିମ । ସିସିଟିଭିକୁ ଆଧାର କରି ତଦନ୍ତ ଚାଲିଛି। ଵିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ। ଘଟଣାରେ ଲୋକାଲ ଗ୍ୟାଙ୍ଗ ର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି ବୋଲି ଅତିରିକ୍ତ ଡିସିପି ପ୍ରକାଶ ପାଲ ଙ୍କ ସୂଚନା ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସାମନ୍ତରାପୁର ଦେବୀ ଦୁର୍ଗା ସୁନା ଦୋକାନୀଙ୍କୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତ। ଦୋକାନୀଙ୍କ ଗୋଡ଼ରେ ଗୁଳି ବାଜିଥିଲା ଘଟଣାରୁ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯାହାକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି।

Related posts

ବିଧାନସଭାରେ ମାରପିଟ ୫ ବିଜେପି ବିଧାୟକ ନିଲମ୍ବିତ, କେନ୍ଦ୍ରର ସହଯୋଗ ଲୋଡ଼ିଲା ଦଳ

Odisha Halchal

କଣ ରହିଛି ଆଗତ ୨୦୨୩-୨୪ ବଜେଟ

Odisha Halchal

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍‌ ସାର୍ଟିଫିକେଟ୍‌!

Odisha Halchal

Leave a Comment