ଅପରାଧଓଡ଼ିଶା ଖବରନ୍ୟୁଜ୍

ଶେରଗଡ ପିତ୍ତଳ ଗାଁରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳକାଣ୍ଡ, ୪ ଜଣଙ୍କୁ ନିର୍ମମ ହତ୍ୟା

ଶେରଗଡ ପିତ୍ତଳ ଗାଁରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳକାଣ୍ଡ, ୪ ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ ହିଞ୍ଜିଳିକାଟୁରେ ଜଘନ୍ୟ ହତ୍ୟାକାଣ୍ଡ । ୪ ଜଣଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପରିବାରର ୩ ଜଣ ସମେତ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି । ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ଗାଁର ଘଟଣା ।

ଗୋଷ୍ଠୀ ସଂଘର୍ଷ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ସୂଚନା । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏମିତି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି ।

Related posts

କିଆରାଙ୍କ ସହ ସମୟ ବିତାଇବାକୁ ବାହାନା ଖୋଜୁଛନ୍ତି ସିଦ୍ଧାର୍ଥ

Odisha Halchal

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ସର୍ଚ୍ଚ ଅପରେସନ ଜାରି

Odisha Halchal

କଣ ରହିଛି ଭୋଗରାଇ ରାଜନୀତି ପାଣିପାଗ

Odisha Halchal

Leave a Comment