ଅପରାଧଓଡ଼ିଶା ଖବରନ୍ୟୁଜ୍

ଶଳାକୁ ହତ୍ୟା ଉଦ୍ୟମ କଲେ ଭିଣୋଇ

ଶଳାକୁ ହତ୍ୟା ଉଦ୍ୟମ କଲେ ଭିଣୋଇ

ଭିଣୋଇ ଗାଡ଼ି ଚଢାଇ ଶଳାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସମ୍ବଲପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ଭିଣୋଇ ଥାନାରେ ଅଟକ ଥିବା ବେଳେ ଶଳା ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର କଚେରୀ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଭିଣୋଇ ଗାଡ଼ି ଚଢାଇ ଶଳାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ତେବେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶଳାକୁ ମାରିବା ଉଦ୍ୟମରେ ସମ୍ବଲପୁର ଏସପିଙ୍କ ବାସଭବନ କାନ୍ଥ ଭାଙ୍ଗିଦେଇଛନ୍ତି ଅଭିଯୁକ୍ତ ।

Related posts

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Odisha Halchal

ଏକ ତରଫା ପ୍ରେମ ରେ ଶାଳୀ କୁ ନେଇ ଫେରାର ମାରୁଥିଲା ଭିଣୋଇ

Odisha Halchal

ପାଣି ପାଇଁ ରାସ୍ତା ରୋକ

Odisha Halchal

Leave a Comment