ଅପରାଧଓଡ଼ିଶା ଖବରନ୍ୟୁଜ୍

ମମିତା ମେହେର ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି

ମମିତା ମେହେର ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି

ଆଜି ବିଧାନସଭାରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି ।ଏହି ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁ ଏବଂ ରାଧେ ଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ ବୋଲି ତଥ୍ୟ ଦେଇଛନ୍ତି ।

କେବଳ ଏତିକି ନୁହେଁ ଚାର୍ଜସିଟ୍ ଦାଖଲ କରାଯାଇ ସାରିଛି ଏବଂ ଏହି ଦୁଇ ଜଣଙ୍କ ଛଡ଼ା ଆଉ କେଉଁ ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ସୁଚନା ଦିଆଯାଇଛି ।ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡୀଙ୍କ ବିରୋଧରେ ଗତ ଫେବୃଆରୀ ୧୦ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିବା କଥା ମଧ୍ୟ କୁହାଯାଇଛି ।

ମାମଲାଟି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ବିଚାରାଧିନ ଅଛି । ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା ଓ ପର‌୍ୟ୍ୟାପ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଇ ଚାର୍ଜସିଟ୍ ଦାଖଲ ହୋଇଛି ।

Related posts

ହାତୀ ଗୋଡ଼ରେ ଦଳି ଦେବାରୁ ବୃଦ୍ଧ ମୃତ

Odisha Halchal

କଥାରେ ନୁହେଁ, କାମରେ ବିଶ୍ୱାସ କରେ-ମୁଖ୍ୟମନ୍ତ୍ରୀ

Odisha Halchal

ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ ହାର ହ୍ରାସ କଲେ ୱାର୍ଲଡ ବ୍ୟାଙ୍କ

Odisha Halchal

Leave a Comment