ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଧବା ମହିଳାଙ୍କ ବେକ କାଟି ହତ୍ୟା, ସନ୍ଦେହରେ ପୁଅ

ବିଧବା ମହିଳାଙ୍କ ବେକ କାଟି ହତ୍ୟା, ସନ୍ଦେହରେ ପୁଅ

ତାଳଚେର ଘଣ୍ଟପଡା ନାକିଟି ସାହିରେ ଜଣେ ମହିଳାଙ୍କୁ ମର୍ଡର ହୋଇଛି । ମୃତ ମହିଳା ଜଣକ ହେଲେ ଜୁଲେଇ ବିଶ୍ବାଳ। ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟା ଯାଇଛି ।

ଏହି ଘଟଣାରେ ପୁଅ ମନୋଜ ବିଶ୍ବାଳଙ୍କୁ ସନ୍ଦେହ କରି ତାଳଚେର କୋଲୀୟାରୀ ଥାନାରେ ଅଟକ ରଖାଯାଇଛି। ତେବେ ତାଙ୍କ ଘରେ କେବଳ ବିଧବା ମା ଏବଂ ପୁଅ ରହୁଥିଲେ।

ତେଣୁ ସନ୍ଦେହ କରି ପୁଅକୁ ଥାନାରେ ଅଟକ ରଖିବା ସହ ପଚାରା ଉଚୁରା ଜାରି ରଖିଛି ପୋଲିସ।

Related posts

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ

Odisha Halchal

ବଣାଇ ଅଂଚଳ ରେ ପକ୍ଷୀ ଗଣନା

Odisha Halchal

କଣ୍ଟାମାଳ ଲୋକ ମହୋତ୍ସବ ଉଦଯାପିତ

Odisha Halchal

Leave a Comment