ଓଡ଼ିଶା ଖବରନ୍ୟୁଜ୍

ବିଜେଡି ଖାତାରେ ବୌଦ୍ଧ ଏନ୍‌ଏସି, କବ୍‌ଜା କଲା ୧୬ଟି ଆସନ

ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗଣତି ଶେଷ । ୧୭ଟି ଆସନରେ ମଧ୍ୟରୁ ବିଜେଡି ୧୬ଟି ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି ।

ସେହିପରି ବିଜେଡି ଖାତାକୁ ଯାଇଛି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ । ବିଜେଡି ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ୪୮୮୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୦୦୦ ଭୋଟ ପାଇଛନ୍ତି । ବାକି କଂଗ୍ରେସ ୩୫୪୧ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୧୧୭ ଖଣ୍ଡ ଭୋଟ ପାଇଛନ୍ତି ।

Related posts

୩ ମାସ ପାଇଁ ବନ୍ଦ ରହିବା ମହାନାଦୀ ମଝୀ ପୋଲ, ଜାଣନ୍ତୁ କିପରି କରିବେ ଯିବା ଆସିବା

Odisha Halchal

ବନ୍ଧା ହେଲେ ରସିକିଆ ଗଣିତ ସାର୍‌

Odisha Halchal

ପାଞ୍ଚ ଦିନିଆ ରିମାଣ୍ଡରେ ଗଲେ ମାନସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ୪ ସହଯୋଗୀ

Odisha Halchal

Leave a Comment