ଓଡ଼ିଶା ଖବରନ୍ୟୁଜ୍

ପୁଣି ଅଶାନ୍ତ ରାଜଧାନୀ: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଛୁରାମାଡ

ପୁଣି ଅଶାନ୍ତ ରାଜଧାନୀ: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଛୁରାମାଡ

ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର। ସୈନିକ ସ୍କୁଲ ପାଖରେ ଘଟିଥିବା ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ରାଜଧାନୀ ଭୁବନେଶ୍ଵରରେ ଆଉ ଏକ ଛୁରାମାଡ। ତେବେ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଛୁରାମାଡ ହୋଇଥିବା ଜଣାପଡିଛି।

ଏହି ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏହି ଛୁରାମାଡ଼ ଶୈଳଶ୍ରୀବିହାର ଅଞ୍ଚଳରେ ଘଟିଛି। ଯୁବକ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ।

ତେବେ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଥିବା ସୂଚନା ମିଳିଛି। ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଭଲ ପାଉଥିଲେ। ଏହାକୁ ନେଇ ଛୁରାମାଡ ହୋଇଥିବା କୁହାଯାଉଛି। ଅଭିଯୁକ୍ତ ଏବଂ ଆହତ ଉଭୟ ଯୁବକ ଇଞ୍ଜିନିୟରିଂ ଛାତ୍ର

Related posts

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

Odisha Halchal

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

Odisha Halchal

ସମ୍ ହସ୍ପିଟାଲରେ ସଫଳ ହେଲା ୬ ମାସ ଶିଶୁର ଜଟିଳ ହୃଦରୋଗ ଅସ୍ତ୍ରୋପଚାର

Odisha Halchal

Leave a Comment