ଓଡ଼ିଶା ଖବରନ୍ୟୁଜ୍

ନଦୀରେ ବୁଡ଼ି ଯୁବକ ମୃତ

ନଦୀରେ ବୁଡ଼ି ଯୁବକ ମୃତ

କେନ୍ଦ୍ରାପଡ଼ା:-(ରିପୋର୍ଟ :-ଜନ୍ମେଜୟ ବିଶ୍ଵାଳ) ମାର୍ଶାଘାଇ ବ୍ଲକ ରାଘବପୁର ପଞ୍ଚାୟତ ର ମାଣ୍ଡିଆ ଗ୍ରାମର ଶିବ ପ୍ରସାଦ ମଲିକ ଙ୍କ ବଡପୁଅ କୈବଲ୍ୟ ମଲିକ ବୟସ 27 ବର୍ଷ ଆଜି ଦିନ ଏଗାରଟା ସମୟରେ ଚିତ୍ରୋତ୍ପଳା ନଦୀରେ ଗାଧେଇବାକୁ ଯାଇଥିବା ସମୟରେ ବୁଡି ଯାଇଥିଲେ।

ତାଙ୍କୁ ସ୍ଥାନୀୟ ଗ୍ରାମର ଲୋକମାନେ ଉଦ୍ଧାର କରି ସଂକଟାପର୍ଣ୍ଣ ଅବସ୍ଥାରେ ପାଟକୁରା ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ର କୁ ନେଇଥିଲେ,ପରେ ତାଙ୍କୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି,ତାଙ୍କ ମୃତଦେହ କୁ ଶବ ବ୍ୟବଚ୍ଛେଦ ପାଁଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି।

Related posts

ଲୋକପ୍ରିୟ ସିଙ୍ଗର୍‌ ଜାନି ଜୋହାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

Odisha Halchal

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

Odisha Halchal

ଭଲ ପରୀକ୍ଷା ହେଲାନି ବୋଲି ହାରି ଦେଲେ ଜୀବନ

Odisha Halchal

Leave a Comment