ଓଡ଼ିଶା ଖବରନ୍ୟୁଜ୍

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟ

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟ

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ବିଭିନ୍ନ ସ୍ଥାନରେ ପାଳିତ ହେଲା ଆଲୋକ ର ପର୍ବ ଦୀପାବଳୀ । ହେଲେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ମେହେର ସମ୍ପ୍ରଦାୟ ର ପରିବାର ।

ଘରେ ଘରେ ଜମିଥାଏ ପିଠାପଣା ର ଆସର ଏବଂ ସଂଧ୍ୟାରେ ସମୟରେ ଆଖୁରେ ଦୀପଜାଳି ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ରଜାବାହାବେ ଖଣ୍ଡଖଜା ଖାବେ ଅନ୍ଧାରେ ଆଓ ଉଜୁଲେ ଯାଉ ବୋଲି ବଡ଼ବଡ଼ିଆ ଡାକିଥାନ୍ତି । ଏହି ପରମ୍ପରାରେ ଛୋଟ ରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମ୍ ର ସହ ପାଳନ କରିଥାନ୍ତି ।

କିମ୍ବଦନ୍ତୀ ହିସାବରେ କହିବାକୁ ଗଲେ ବିଜୟା ଦଶମୀରେ ରାବଣ କୁ ମାରି ବିଜୟ ଲାଭକରି ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନ ରୁ ଅଯୋଧ୍ୟାକୁ ଫେରୁଥିବା ବେଳେ ଅନ୍ଧାର ହେବାରୁ ସେମାନେ ଆଲୋକ ଦେଖାଇବା ପାଇଁ ଏହି ପର୍ବକୁ କେଉଁ କାଳରୁ ଆଜି ଯାଏ ପାଳନ କରିଆସୁଛନ୍ତି ।

Related posts

ସର୍ବନିମ୍ନ ଜିଏସ୍‌ଟି ୮% ହେବ ତିନି ଥାକିଆ ଜିଏସ୍‌ଟି ବ୍ୟବସ୍ଥା ଆସିବ

Odisha Halchal

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

Odisha Halchal

ଗାଁ ର ପୋଖରୀରେ ଗାଧୋଇବା ହେଲା କାଳ

Odisha Halchal

Leave a Comment