ଅପରାଧଓଡ଼ିଶା ଖବରନ୍ୟୁଜ୍

ଝିଅ ଶାଶୁଘର ଲୋକେ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ

ଝିଅ ଶାଶୁଘର ଲୋକେ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ମାଣିତିରି ଗ୍ରାମ ରେ ବଧୁ ଆତ୍ମହତ୍ୟା। ଶାଶୁଘର ଲୋକେ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ। ଆଣିଲେ ବଧୁର ବାପଘର ଲୋକେ। ବଧୁ ଜଣକ ହେଲେ ରାନୁ ସାମଲ।ରାନୁ ସାମଲ ଉପରେ ବହୁବାର ଧରି ଯୌତକ ନିଯ୍ୟାତନା ଶାଶୁଘର ଲୋକ ଦେଉଅସୁଥିଲେ ବୋଲି ରାନୁର ଭାଇ ଶଶୁର -କୁଳମଣି ସାମଲ, ଶାଶୁ- ଭାରତୀ ସାମଲ, ସ୍ବାମୀ- କମଳାକାନ୍ତ ସାମଲଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।

ଘରର ପାରିବାର ମିଶି ପାଟିତୁଣ୍ଡ ଓ ମାରପିଟ୍ ର ଅଭିଯୋଗ ରାନୁ ତାର ଭାଇ କୁ ଫୋନ୍ ମାଧ୍ୟ ଜଣାଇଛନ୍ତି। ଭାଇ ଘଟଣା ସ୍ତଳରେ ପହଞ୍ଚିଲା ବେଲକୁ ରାନୁ ଘର ଭିତରେ ଫାଶୀ ଲଗେଇ ଦେଇଛି ବୋଲି ଗ୍ରାମବାସୀ ଙ୍କ ନିକଟରୁ ଖବର ପାଇ ରାନୁ କୁ ମାହାଙ୍ଗା ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ।

ସେଠାରେ ରାନୁ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ମାହାଙ୍ଗା ଥାନା ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁକରି ଶଶୁର ଓ ସ୍ବାମୀ କୁ ଧରିଆଣି ଥାନାରେ ଅଟକରଖି ପଚରା ଉଚରା କରୁଛି। କେବେ ଏ ଦୁଇ କୋମଳ ମତି ଶିଶୁପୁତ୍ରର ଲାଳନ ପାଳନ କରାଯି ସେନେଇ ମାମୁଁ ଘର ପାରିବାର ପକ୍ଷ୍ୟରୁ ଦାବି ହୋଇଛି। ରାନୁ ର ସବ ବେଛେଦ ରିପଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ ସତ୍ୟା ସତ୍ୟ ସାମନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

Related posts

ରାଜଧାନୀ କିଭ୍‌କୁ ଘେରିବା ପାଇଁ ଶେଷ ପ୍ରସ୍ତୁତି

Odisha Halchal

ମାଓ ପୋଷ୍ଟର ବ୍ଯାନର ସୋସିଆଲ ମିଡିଆରେ

Odisha Halchal

ହିନ୍ଦୁ ଜାଗରଣ ସାମୁଖ୍ୟ ପଶ୍ଚିମ ପ୍ରାନ୍ତ ସଭା

Odisha Halchal

Leave a Comment