ଅପରାଧଓଡ଼ିଶା ଖବରନ୍ୟୁଜ୍

ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢାଉ

ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମରେ ସମେତ ଅନେକ ସ୍ଥାନରେ ଚଢାଉ କରାଯାଇଛି ।

ତେବେ ଏହି ଚଢାଉ ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଜବତ ହୋଇଛି । ହେଲେ ଅନ୍ୟା ସ୍ଥାନରୁ କଣ କେତେ ଜବତ ହୋଇଛି ତାହା ଜଣାପଡିନି । ଚଢାଉ ପରେ ତାହା ସାମ୍ନାକୁ ଆସିବ ।

Related posts

ରେଳଯାତ୍ରା ବେଳେ ଏମିତି ଭୁଲ୍ କଲେ ଯିବାକୁ ପଡିବ ଜେଲ୍

Odisha Halchal

ମହାନଦୀ କୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

Odisha Halchal

ଶଳାକୁ ହତ୍ୟା ଉଦ୍ୟମ କଲେ ଭିଣୋଇ

Odisha Halchal

Leave a Comment