ଅପରାଧଓଡ଼ିଶା ଖବର

ଜୁଆ ଆଡ୍ଡା ଉପରେ ଚଡାଉ

ଜୁଆ ଆଡ୍ଡା ଉପରେ ଚଡାଉ

କଳାହାଣ୍ଡି:-ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗ୍ରାମର ମଣ୍ଡି ପଛପଟେ ଥିବା ଟିକେନ୍ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି

ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଜୁଆ ଆଡାସ୍ଥଳୀ ଉପରେ ଚଢ଼ାଉ କରିଥିଲେ । ପୋଲିସ ଆଠଟି ବାଇକ,ମୋବାଇଲ ସହ ୯୫ ହଜାର ଟଙ୍କା ଜବତ କରିଥିବା ସଙ୍ଗେ ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖଛି ।

Related posts

ଆଗାମୀ ୩ ଦିନରେ ବୃଦ୍ଧି ପାଇବ ତାପମାତ୍ରା,ରାଜ୍ୟବାସୀଙ୍କୁ ସତର୍କ କରାଇଲେ SRC

Odisha Halchal

ପୋଲିସ ଦ୍ୱାରା ଉଦ୍ଧାର ଦାଦନ ଶ୍ରମିକ ଉଦ୍ଧାର

Odisha Halchal

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରିଲା ବିଜେପି

Odisha Halchal

Leave a Comment