ଜୁଆ ଆଡ୍ଡା ଉପରେ ଚଡାଉ

0
147
ଜୁଆ ଆଡ୍ଡା ଉପରେ ଚଡାଉ
ଜୁଆ ଆଡ୍ଡା ଉପରେ ଚଡାଉ

କଳାହାଣ୍ଡି:-ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗ୍ରାମର ମଣ୍ଡି ପଛପଟେ ଥିବା ଟିକେନ୍ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି

ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଜୁଆ ଆଡାସ୍ଥଳୀ ଉପରେ ଚଢ଼ାଉ କରିଥିଲେ । ପୋଲିସ ଆଠଟି ବାଇକ,ମୋବାଇଲ ସହ ୯୫ ହଜାର ଟଙ୍କା ଜବତ କରିଥିବା ସଙ୍ଗେ ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖଛି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.