ନ୍ୟୁଜ୍ମନୋରଞ୍ଜନ

ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ

ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ

ମଥାରେ ବଡ଼ ନାଲି ଟିକିଲି,ମୁଣ୍ଡରେ ଗୋଲାପ ଫୁଲର ଖୋସା ଓ ଧଳା ଶାଢୀରେ ଗଙ୍ଗୁବାଇ ଗେଟଅପ୍‌ରେ ନଜର ଆସିଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ।
“ଗଙ୍ଗୁବାଇ କାଠିଆୱାଡ଼ୀ”ରେ ଆଲିଆ ଭଟ୍ଟଙ୍କ ପରି ନାଚି ଏବେ ଚର୍ଚ୍ଚାରେ ରାଖୀ । ସୋସିଆଲ ମିଡ଼ିଆରେ ରାଖୀଙ୍କ ଦୁଇଟି ନାଚ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ୟୁଜର୍ସ ମାନେ ମଧ୍ୟ ଖୁବ୍ ଭଲ ଭଲ କମେଣ୍ଟ ଦେଇଛନ୍ତି । ଆଉ କେହି କେହି ଆଲିଆ ଭଟ୍ଟ ଙ୍କ ଠାରୁ ଭଲ କରୁଥିବାର କହିଥିବା ବେଳେ ଅନ୍ୟ ଜଣେ “ରାଖୀ ସାୱନ୍ତ ଇଜ୍ ଅନ୍ ଫାୟାର” ବୋଲି କହିଥିବାର ନଜର କୁ ଆସିଛି ।

ଦୋଲିଡ଼ା ଓ ଅନ୍ୟ ଟି ଗଙ୍ଗୁବାଇଙ୍କ ଏକ ଡ଼ାଇଲଗ୍ କହିଥିବାର ଦେଖିବାକୁ ମିଳିଛି ।

Related posts

ଗ୍ୟାଲେକ୍ସି ସିନେମା ହଲକୁ ସିଲ୍ କରିଦେଲେ ଜିଲ୍ଲା ପ୍ରଶାସନ

Odisha Halchal

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

Odisha Halchal

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

Odisha Halchal

Leave a Comment