ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ

0
50
ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ
ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ

ମଥାରେ ବଡ଼ ନାଲି ଟିକିଲି,ମୁଣ୍ଡରେ ଗୋଲାପ ଫୁଲର ଖୋସା ଓ ଧଳା ଶାଢୀରେ ଗଙ୍ଗୁବାଇ ଗେଟଅପ୍‌ରେ ନଜର ଆସିଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ।
“ଗଙ୍ଗୁବାଇ କାଠିଆୱାଡ଼ୀ”ରେ ଆଲିଆ ଭଟ୍ଟଙ୍କ ପରି ନାଚି ଏବେ ଚର୍ଚ୍ଚାରେ ରାଖୀ । ସୋସିଆଲ ମିଡ଼ିଆରେ ରାଖୀଙ୍କ ଦୁଇଟି ନାଚ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ୟୁଜର୍ସ ମାନେ ମଧ୍ୟ ଖୁବ୍ ଭଲ ଭଲ କମେଣ୍ଟ ଦେଇଛନ୍ତି । ଆଉ କେହି କେହି ଆଲିଆ ଭଟ୍ଟ ଙ୍କ ଠାରୁ ଭଲ କରୁଥିବାର କହିଥିବା ବେଳେ ଅନ୍ୟ ଜଣେ “ରାଖୀ ସାୱନ୍ତ ଇଜ୍ ଅନ୍ ଫାୟାର” ବୋଲି କହିଥିବାର ନଜର କୁ ଆସିଛି ।

ଦୋଲିଡ଼ା ଓ ଅନ୍ୟ ଟି ଗଙ୍ଗୁବାଇଙ୍କ ଏକ ଡ଼ାଇଲଗ୍ କହିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here